ବିଧାନସଭା ଶୀତ ଅଧିବେଶନ : ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ

Published By : Prameya-News7 Bureau | November 24, 2018 IST

ଭୁବନେଶ୍ବର ୨୪|୧୧:  ଆଜି ପୁଣି ବିଧାନସଭା ଚାଲିବ । ତେବେ ପ୍ରଥମ ଦିନରୁ ଯେପରି ଭାବରେ ଗୃହରେ ହଙ୍ଗାମା ଦେଖିବାକୁ ମିଳୁଛି, ଆଜି ବି ତାର ପୁନରାବୃତ୍ତି ହେବାର ଆଶଙ୍କା ରହିଛି । ଶାସକ ଦଳ ଏବଂ ବିରୋଧୀ ଦଳ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଠିକ୍ ଭାବରେ ଚାଲି ପାରିନି । ଆଜି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ । ଏପରି ସ୍ଥିତିରେ ଲାଗୁଛି ଶୀତ ଅଧିବେଶନ ଆଉ ଅଧିକ ଦିନ ଚଳାଇବା ମୁଡ୍ ରେ କେହି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.