Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିଧାନସଭା ଶୀତ ଅଧିବେଶନ : ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ

24/11/2018 at 9:28 AM

ଭୁବନେଶ୍ବର ୨୪|୧୧:  ଆଜି ପୁଣି ବିଧାନସଭା ଚାଲିବ । ତେବେ ପ୍ରଥମ ଦିନରୁ ଯେପରି ଭାବରେ ଗୃହରେ ହଙ୍ଗାମା ଦେଖିବାକୁ ମିଳୁଛି, ଆଜି ବି ତାର ପୁନରାବୃତ୍ତି ହେବାର ଆଶଙ୍କା ରହିଛି । ଶାସକ ଦଳ ଏବଂ ବିରୋଧୀ ଦଳ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଠିକ୍ ଭାବରେ ଚାଲି ପାରିନି । ଆଜି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ । ଏପରି ସ୍ଥିତିରେ ଲାଗୁଛି ଶୀତ ଅଧିବେଶନ ଆଉ ଅଧିକ ଦିନ ଚଳାଇବା ମୁଡ୍ ରେ କେହି ନାହାନ୍ତି ।

   Related Posts