ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂଗ୍ରେସ ବିଧାୟକ ଭାବେ ସାମିଲ ହେଲେ ଜର୍ଜ ତିର୍କୀ ; ଶଗରିଆଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ବାଚସ୍ପତି

16/11/2018 at 4:37 PM

ଭୁବନେଶ୍ବର ୧୬|୧୧: କଂଗ୍ରେସ ବିଧାୟକ ଭାବେ ସାମିଲ ହୋଇଛନ୍ତି ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ । ଜର୍ଜ ତିର୍କୀଙ୍କ ଆବେଦନ ଗ୍ରହଣ କରିଛନ୍ତି ବାଚସ୍ପତି । ସମତାକ୍ରାନ୍ତି ଦଳ ଛାଡି କଂଗ୍ରେସରେ ଯୋଗଦେଇଥିଲେ ଜର୍ଜ ତିର୍କୀ । ସେହିପରି କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫାପତ୍ର ମଧ୍ୟ ଗ୍ରହଣ କରିଛନ୍ତି ବାଚସ୍ପତି । ଫଳରେ ଖାଲି ପଡିଲା କୋରାପୁଟ ଆସନର ବିଧାୟକ ପଦ । ତେବେ ଜର୍ଜ ତିର୍କୀ ଆସିବା ଫଳରେ କଂଗ୍ରେସର ବିଧାୟକ ପଦ ସଂଖ୍ୟା ଅପରିବର୍ତ୍ତିତ ରହିଛି ।

   Related Posts