Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ବିଧାନସଭା ଅଧିବେଶନ : କୃଷି ଓ କୃଷକ ପ୍ରସଙ୍ଗରୁ ଆରମ୍ଭ ହେଲା ପ୍ରଶ୍ନତ୍ତୋର

26/06/2019 at 11:38 AM

ଭୁବନେଶ୍ବର ୨୬|୬: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର  ଦ୍ବିତୀୟ ଦିନରେ ପ୍ରଶ୍ନକାଳ ସ୍ବଭାବିକ ରହିଛି । କୃଷି ଓ କୃଷକ ପ୍ରସଙ୍ଗରୁ ଆରମ୍ଭ ହୋଇଥିଲା ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ । ବିଧାନସଭା ପ୍ରଶ୍ନକାଳର ପ୍ରଥମ ପ୍ରଶ୍ନରେ କୃଷି ଓ କୃଷକଙ୍କୁ ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ  କଂଗ୍ରେସ ବିଧାୟକ ତାରା ବାହିନୀପତି । ମୌସୁମୀ ଆସିବା ପରେ ମଣ୍ଡିରେ ଧାନ ଗଜା ହୋଇଗଲାଣି କିନ୍ତୁ କେତେଦିନ ଭିତରେ ମଣ୍ଡିରୁ ଧାନ ଉଠିବ । ମଣ୍ଡି ସମସ୍ୟା ନେଇ କୃଷକଙ୍କ ଚିନ୍ତା ବଢିଛି । କେତେ ଶିକ୍ଷିତ ଯୁବକ କୃଷି ଉପରେ ନିର୍ଭର କରି ନିଯୁକ୍ତି ପାଇଛନ୍ତି ବୋଲି କୃଷି ମନ୍ତ୍ରୀଙ୍କୁ ପଚାରିଛନ୍ତି ତାରା ବାହିନୀପତି ।

ସେହିପରି  ଆଳୁ ପିଆଜ ମିଶନରେ କେତେ ଯୁବକ ସାମିଲ ହୋଇଛନ୍ତି  ବୋଲି ମଧ୍ୟ ତାରା ପ୍ରସାଦ ବାହିନୀ ପତି ବିଭାଗୀୟ ମନ୍ତ୍ରୀଙ୍କୁ ପଚାରିଛନ୍ତି । କୃଷି ମନ୍ତ୍ରୀ ଅରୁଣ ସାହୁ ଏହାର ଉତ୍ତରରେ କହିଛନ୍ତି , ୨୦୧୧ ଜନଗଣନା ନେଇ ୫୭ଲକ୍ଷ କୃଷି ଉପରେ ନିର୍ଭର କରୁଛନ୍ତି । ଶିକ୍ଷିତ ଯୁବକଙ୍କୁ ସରକାର କୃଷି କ୍ଷେତ୍ରକୁ ଆଣିଛନ୍ତି । କୃଷିଭିତ୍ତିକ ଉଦ୍ୟଗ ପ୍ରତିଷ୍ଠା ଯୋଗୁଁ  ୯୩୪,ପ୍ରତ୍ୟକ୍ଷ ଓ ୩୭୩୪ଜଣ ପରୋକ୍ଷ ଭାବେ ପାଇଁ ଆତ୍ମ ନିଯୁକ୍ତି ପାଇଛନ୍ତି ।

   Related Posts