ବିଧାନସଭାର ଶୀତ ଅଧିବେଶନ ଶେଷ, ନିର୍ଦ୍ଧାରିତ କାର୍ଯ୍ୟ ଦିବସର ୧୭ ଦିନ ପୂର୍ବରୁ ସରିଲା ଅଧିବେଶନ
28/11/2019 at 7:33 PM

ଭୁବନେଶ୍ୱର ୨୮।୧୧ : ରାଜ୍ୟ ବିଧାନ ସଭାର ଶୀତ କାଳୀନ ଅଧିବେଶନ ଗୁରୁବାର ଶେଷ ହୋଇଛି। ଗୃହରେ ସରକାରୀ କାର୍ଯ୍ୟ ନଥିବାରୁ ବାଚସ୍ପତି ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା।
Related Posts
ଏମିତି ବି ଆସେ ମୃତ୍ୟୁ ! ଭଜନ ଗାଉଥିବା ବେଳେ ଚାଲିଗଲା ଜୀବନ….
16 January 2021