ବିଧାନସଭା ଅଧିବେଶନରେ ଗୃହ ଆରମ୍ଭରୁ ହଟ୍ଟଗୋଳ ; ଅପରାହ୍ନ ୩ଟା ଯାଇଁ ଗୃହ ମୁଲତବୀ
7/09/2018 at 1:47 PM

ଭୁବନେଶ୍ୱର ୭/୯ : ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆଜି ଆରମ୍ଭରେ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା | ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ନେଇ ଗୃହର ମଧ୍ୟ ଭାଗକୁ ନେଇ ଆସି ବିଜେପି ଓ କଂଗ୍ରେସ ବିଧାୟକମାନେ ହଂଗାମା କରିଥିଲେ | ସେପଟେ ଶାସକ ଦଳ ବିଧାୟକମାନେ ତେଲ ଦର ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ | ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ହଂଗାମା ଯୋଗୁଁ ଗୃହ ଆଜି ମଧ୍ୟ ଚାଲିପାରିନଥିଲା | ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି |
Related Posts
ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍, ହାଇୱା ଓ ଟ୍ରକ ଜବତ
25 February 2021
ରାଜଧାନୀରେ ପାରଦ ୩୮ ଡିଗ୍ରୀ ଟପିଲା, ୧୧ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ
25 February 2021
ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
25 February 2021