ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||

ବିଧାନସଭା ମୌସୁମୀ ଅଧିବେଶନର ଆଜି ଅଷ୍ଟମ ଦିନ

18/09/2018 at 10:19 AM

ଭୁବନେଶ୍ବର ୧୮|୯: ବିଧାନସଭା ମୌସୁମୀ ଅଧିବେଶନର ଆଜି ଅଷ୍ଟମ ଦିନ । ଲଗାତର ଆଠ ଦିନ ହେଲା ପ୍ରଶ୍ନକାଳ ଚାଲିପାରିନଥିବା ବେଳେ ଆଜି କିଛି ପ୍ରମୁଖ ବିଭାଗର ପ୍ରଶ୍ନେ।ତ୍ତର କାର୍ଯ୍ୟକ୍ରମ ରହିଛି । ପଞ୍ଚାୟତିରାଜ, ପାନୀୟ ଜଳ ଯେ।ଗାଣ ବିଭାଗ, ଜଳ ସଂପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, କୃଷି ଓ ଗୃହ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ରହିଛି । ତେବେ ଗୃହରେ ବିରୋଧୀ ସସଦ୍ୟଙ୍କ ହଟ୍ଟଗୋଳ ପାଇଁ ୮ ଦିନ ହେଲା ଗୃହ କାର୍ଯ୍ୟ ସ୍ବାଭାବିକ ହେ।ଇ ପାରୁନଥିବା ଜଣାପଡ଼ିଛି ।

   Related Posts