ଚାଲି ପାରିଲାନି ବିଧାନସଭା ; ୧୧.୩୦ ଯାଏଁ ଗୃହ ମୁଲତବୀ

Published By : Prameya-News7 Bureau | April 23, 2018 IST

ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ମାତ୍ର ଗୋଟିଏ ମିନିଟ ପାଇଁ ଚାଲିପାରିନଥିଲା ଗୃହ ୩୦ ସେକେଣ୍ଡରେ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ଦିନକୁ ଦିନ ରାଜ୍ୟର ଦୁଷ୍କର୍ମ ଓ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ଗୃହ ଆରମ୍ଭରୁ ବିରୋଧୀ ନାରାବାଜି କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.