Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚାଲି ପାରିଲାନି ବିଧାନସଭା ; ୧୧.୩୦ ଯାଏଁ ଗୃହ ମୁଲତବୀ

ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା
ମାତ୍ର ଗୋଟିଏ ମିନିଟ ପାଇଁ ଚାଲିପାରିନଥିଲା ଗୃହ
୩୦ ସେକେଣ୍ଡରେ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି
ଦିନକୁ ଦିନ ରାଜ୍ୟର ଦୁଷ୍କର୍ମ ଓ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ଗୃହ ଆରମ୍ଭରୁ ବିରୋଧୀ ନାରାବାଜି କରିଥିଲେ

387 Views

   ସମ୍ବନ୍ଧିତ ଖବର