ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ; ଛତୁଆ ଦୁର୍ନୀତି ନେଇ ବିରୋଧୀ ଆଣିଲେ ମୁଲତବୀ ପ୍ରସ୍ତାବ

Published By : Prameya-News7 Bureau | April 17, 2018 IST

ଛତୁଆ ଦୁର୍ନୀତି ନେଇ ବିରୋଧୀ ଆଣିଲେ ମୁଲତବୀ ପ୍ରସ୍ତାବ ଶୀର୍ଷକ- ରାଜ୍ୟରେ ନିମ୍ନମାନର ଛତୁଆ ଯୋଗାଣ ଓ ଦୁର୍ନୀତି ହିତାଧିକାରୀଙ୍କ ହାଲ ବେହାଲ, ଛତୁଆ ଯୋଗାଣକାରୀ ମାଲେମାଲ ଶକ୍ତି ବିଭାଗର ଖର୍ଚ୍ଚ ଦାବି ଉପରେ ହେବ ଆଲୋଚନା କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଗ୍ରହଣ କଲେ ନାହିଁ ବାଚସ୍ପତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.