Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମହାନଦୀ ଜଳ ବିବାଦ : ସମସ୍ୟା ସମାଧାନ ଲାଗି ଆଜି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ

25/02/2019 at 8:46 AM

ନୂଆଦିଲ୍ଲୀ ୨୫|୨: ମହାନଦୀ ବିବାଦ ନେଇ ଆଜି ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମାର୍ଚ୍ଚ ୯ରେ ମଧ୍ୟବର୍ତ୍ତୀକାଳିନ ଆବେଦନର ଚୂଡ଼ାନ୍ତ ରାୟ ପୂର୍ବରୁ ବସିବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ସୁପ୍ରିମକୋର୍ଟ ପରିସରରେ ଏହି ବୈଠକ ବସିବ । ଏଥିରେ ୨ ରାଜ୍ୟର ଜଳ ସମ୍ପଦ ଅଧିକାରୀଙ୍କ ସହିତ ବୈଷୟିକ ଟିମ୍ ଉପସ୍ଥିତ ରହିବେ ।

ବୈଠକରେ ଅଣ ମୌସୁମୀ ସମୟ ନଭେମ୍ବରରୁ ମେ’ ମାସ ମଧ୍ଯରେ ଛତିଶଗଡ଼, ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡ଼ିବାକୁ ହେବ ସେ ସଂପର୍କରେ ଆଲୋଚନା ହେବ । ଫେବୃଆରୀ ୯ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ, ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନର ଶୁଣାଣି ଶେଷ କରିଥିଲେ ।

ଜଳ ବଣ୍ଟନ ନେଇ ଦୁଇ ରାଜ୍ୟ ଆପୋଷ ବୁଝାମଣା କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଯଦି ଆଜି ବୈଠକ ବିଫଳ ହୁଏ ତେବେ ଟ୍ରିବ୍ୟୁନାଲ ମାର୍ଚ୍ଚ ୯ରେ ଚୂଡ଼ାନ୍ତ ରାୟ ଶୁଣାଇବେ ।

   Related Posts