କିଏ ବୁଝିବ କୋଭିଡ଼ ଆକ୍ରାନ୍ତଙ୍କ ଦୁଃଖ ? ରାସ୍ତାରେ ଛାଡି ଚାଲିଗଲା ଆମ୍ବୁଲାନ୍ସ

Published By : Prameya-News7 Bureau | May 23, 2021 IST

ଭୁବନେଶ୍ୱର ୨୩।୦୫: କୋଭିଡ ରୋଗୀଙ୍କୁ ରାସ୍ତା ଉପରେ ଛାଡି ଚାଲିଗଲା ଆମ୍ବୁଲାନ୍ସ । ନୟାପଲ୍ଲୀ ର ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚି଼ହ୍ନଟ  ହେବା ପରେ ଗତକାଲି  କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ରାତିରେ କ୍ୟାପିଟାଲ ହସ୍ପିଟାଲରେ ରହିବା ପରେ ଆଜି ସକାଳ ସମୟରେ  କୋଭିଡ ସେଣ୍ଟରକୁ ନେଉଥିଲା ଆମ୍ବୁଲାନ୍ସ.। ହେଲେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ । ରୋଗୀ ଜଣଙ୍କୁ ରାସ୍ତା ଉପରେ ଛାଡି ପଳାଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । ୫ ଘଣ୍ଟା ଧରି ରାସ୍ତା ଉପରେ ପଡି ରହିବା ପରେ ଘରୋଇ ଆମ୍ବୁଲାନ୍ସରେ ରୋଗୀଙ୍କୁ କୋଭିଡ ସେଣ୍ଟରକୁ ନିଆଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.