Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଛତିଶଗଡ଼ରେ ଓଡ଼ିଆ ଛାତ୍ର ନିଖୋଜ

1/07/2018 at 11:47 AM

ଛତିଶଗଡ଼ରେ ଓଡ଼ିଆ ଛାତ୍ର ନିଖୋଜ ହୋଇଯାଇଛନ୍ତି | ସକାଳ ୭ଟା ରୁ ସେ ନିଖୋଜ ଵୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ମିଳିନାହିଁ | ତେବେ ଉଦ୍ଧାର କାର୍ଯ୍ୟରେ କୌଣସି ଉଦ୍ଧାରକାରୀ ଦଳ ସାମିଲ ହୋଇନଥିବା ସୂଚନା ମିଳିଛି | ନିଖୋଜ ଛାତ୍ରଙ୍କ ନାଁ ଅମ୍ଲାନ ନାଏକ | ତାଙ୍କ ଘର ଢେଙ୍କାନାଳ ଟାଉନ ଅଂଚଳରେ | ସମ୍ପୃକ୍ତ ନିଖୋଜ ଛାତ୍ରଙ୍କ ବାପା ଛତିଶଗଡ଼ରେ ଚାକିରୀ କରନ୍ତି | ସକାଳେ ଅମ୍ଲାନ ୫ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ |

   Related Posts