ଛତିଶଗଡ଼ରେ ଓଡ଼ିଆ ଛାତ୍ର ନିଖୋଜ

Published By : Prameya-News7 Bureau | July 01, 2018 IST

ଛତିଶଗଡ଼ରେ ଓଡ଼ିଆ ଛାତ୍ର ନିଖୋଜ ହୋଇଯାଇଛନ୍ତି | ସକାଳ ୭ଟା ରୁ ସେ ନିଖୋଜ ଵୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ମିଳିନାହିଁ | ତେବେ ଉଦ୍ଧାର କାର୍ଯ୍ୟରେ କୌଣସି ଉଦ୍ଧାରକାରୀ ଦଳ ସାମିଲ ହୋଇନଥିବା ସୂଚନା ମିଳିଛି | ନିଖୋଜ ଛାତ୍ରଙ୍କ ନାଁ ଅମ୍ଲାନ ନାଏକ | ତାଙ୍କ ଘର ଢେଙ୍କାନାଳ ଟାଉନ ଅଂଚଳରେ | ସମ୍ପୃକ୍ତ ନିଖୋଜ ଛାତ୍ରଙ୍କ ବାପା ଛତିଶଗଡ଼ରେ ଚାକିରୀ କରନ୍ତି | ସକାଳେ ଅମ୍ଲାନ ୫ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.