ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ହତ୍ୟା, ୬ ଅଟକ

Published By : Prameya-News7 Bureau | February 12, 2020 IST

ରାଉରକେଲା ୧୨।୦୨: ବାହାର ରାଜ୍ୟକୁ କାମ କରିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଶିବୁ ଗାଗରାଜ ବୋଲି ଜଣାପଡିଛି । ସେ ତାମିଲନାଡୁ ଅସୁରରେ ରହି କାମ କରୁଥିଲେ ।

ସୂଚନାଯୋଗ୍ୟ ଯେ,  ତାମିଲନାଡୁ ଅସୁରରେ ଓଡିଆ ଶ୍ରମିକଙ୍କୁ ହତ୍ୟା । ଶିବୁଙ୍କ  ତଣ୍ଟି କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗତ ୪ମାସ ତଳେ କାମ କରିବାକୁ ତାମିଲନାଡୁ ଯାଇଥିଲେ ଶିବୁ । ତେବେ ଶିବୁ ହତ୍ୟାକାଣ୍ଡ ପଛରେ ସଂପୃକ୍ତି ନେଇ ଅସୁର ଥାନାରେ ୬ଜଣଙ୍କୁ ଅଟକ ରଖି ପଚାରଉଚରା ଜାରି ରଖିଛି ପୋଲିସ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.