ସ୍ୱତନ୍ତ୍ର ଟ୍ରେନରେ ଓଡିଶା ଫେରିଲେ କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆ
21/08/2018 at 4:34 AM

କେରଳରୁ ଫେରିଲେ ଓଡ଼ିଆ | ସ୍ୱତନ୍ତ୍ର ଟ୍ରେନରେ କେରଳରୁ ଆସି ବ୍ରହ୍ମପୁରରେ ପହଂଚିଛନ୍ତି କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆ | ଏର୍ଣ୍ଣାକୁଲମ ସତ୍ରାଗାଛି ଟ୍ରେନରେ ଗଂଜାମ ଜିଲ୍ଲାର ୫୦ ଜଣ ଓଡ଼ିଆ ଆସି ବ୍ରହ୍ମପୁର ଷ୍ଟେସନରେ ପହଂଚିଛନ୍ତି | ନିଜ ନିଜ ଘରକୁ ଫେରିଲା ପରେ ସମସ୍ତେ ଅଶ୍ୱସ୍ଥ ଅନୁଭବ କରିଛନ୍ତି | ଅନ୍ୟମାନଙ୍କୁ ଓଡ଼ିଆ ଆଣିବାକୁ ଆଉ ୨ଟି ଟ୍ରେନର ବ୍ୟବସ୍ଥା କରିଛନ୍ତି ଓଡିଶା ସରକାର |
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021