ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ସ୍ୱତନ୍ତ୍ର ଟ୍ରେନରେ ଓଡିଶା ଫେରିଲେ କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆ

21/08/2018 at 4:34 AM

କେରଳରୁ ଫେରିଲେ ଓଡ଼ିଆ | ସ୍ୱତନ୍ତ୍ର ଟ୍ରେନରେ କେରଳରୁ ଆସି ବ୍ରହ୍ମପୁରରେ ପହଂଚିଛନ୍ତି କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆ | ଏର୍ଣ୍ଣାକୁଲମ ସତ୍ରାଗାଛି ଟ୍ରେନରେ ଗଂଜାମ ଜିଲ୍ଲାର ୫୦ ଜଣ ଓଡ଼ିଆ ଆସି ବ୍ରହ୍ମପୁର ଷ୍ଟେସନରେ ପହଂଚିଛନ୍ତି | ନିଜ ନିଜ ଘରକୁ ଫେରିଲା ପରେ ସମସ୍ତେ ଅଶ୍ୱସ୍ଥ ଅନୁଭବ କରିଛନ୍ତି | ଅନ୍ୟମାନଙ୍କୁ ଓଡ଼ିଆ ଆଣିବାକୁ ଆଉ ୨ଟି ଟ୍ରେନର ବ୍ୟବସ୍ଥା କରିଛନ୍ତି ଓଡିଶା ସରକାର |

   Related Posts