ଓଡିଆରେ ନାମଫଳକ ନ ଲେଖିଲେ ୨୫ ହଜାର ଟଙ୍କା ଜରିମାନା- ଏହି ଓ୍ୱେବସାଇଟ୍ରେ ଦେଇ ପାରିବେ ଅଭିଯୋଗ
19/11/2019 at 8:02 PM

ଭୁବନେଶ୍ୱର ୧୯।୧୧ – ଓଡିଆରେ ନାମଫଳକ ନ ଲେଖିଲେ ଏବେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ସମସ୍ତ ଶିଳ୍ପାନୁଷ୍ଠାନ ଓ ଦୋକାନରେ ଓଡିଆ ନାମ ଫଳକ ଲେଖିବା ବାଧ୍ୟତା ମୂଳକ । ଏହାକୁ ଉଲ୍ଲଘଂନ କଲେ ୨୫ ହଜାର ଟଙ୍କା ଜୋରିମାନ ଦେବାକୁ ପଡିବ । ଏ ବିଷୟରେ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ୍ରେ ଅଭିଯୋଗ କରିପାରିବେ ।
ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହି ଓ୍ବେବସାଇଟ୍କୁ ଉନ୍ମୋଚନ କରିଛନ୍ତି । http://odiaphalaka.odisha.gov.in/ରେ ଏ ନେଇ ଅଭିଯୋଗ କରିହେବ ।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021