Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ଓଡିଆରେ ନାମଫଳକ ନ ଲେଖିଲେ ୨୫ ହଜାର ଟଙ୍କା ଜରିମାନା- ଏହି ଓ୍ୱେବସାଇଟ୍‌ରେ ଦେଇ ପାରିବେ ଅଭିଯୋଗ

19/11/2019 at 8:02 PM


ଭୁବନେଶ୍ୱର ୧୯।୧୧ – ଓଡିଆରେ ନାମଫଳକ ନ ଲେଖିଲେ ଏବେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ସମସ୍ତ ଶିଳ୍ପାନୁଷ୍ଠାନ ଓ ଦୋକାନରେ ଓଡିଆ ନାମ ଫଳକ ଲେଖିବା ବାଧ୍ୟତା ମୂଳକ । ଏହାକୁ ଉଲ୍ଲଘଂନ କଲେ ୨୫ ହଜାର ଟଙ୍କା ଜୋରିମାନ ଦେବାକୁ ପଡିବ । ଏ ବିଷୟରେ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ୍‌ରେ ଅଭିଯୋଗ କରିପାରିବେ ।

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହି ଓ୍ବେବସାଇଟ୍‌କୁ ଉନ୍ମୋଚନ କରିଛନ୍ତି । http://odiaphalaka.odisha.gov.in/ରେ ଏ ନେଇ ଅଭିଯୋଗ କରିହେବ ।

   Related Posts