ଇଣ୍ଡିଆ ମିସ୍ ଟିଜିପିସି ସେଭେନ୍ କଣ୍ଟେଷ୍ଟରେ ଫାଇନାଲ ଲିଷ୍ଟରେ ଓଡିଆ ଝିଅ ଶୁଭଶ୍ରୀ ସ୍ବାଇଁ, ମୁକୁଟ ହାସଲ ପାଇଁ ଦରକାର ଓଡିଆଙ୍କ ଭୋଟ୍

Published By : Prameya-News7 Bureau | August 03, 2019 IST

ଭୁବନେଶ୍ବର ୩|୮: ଇଣ୍ଡିଆ ମିସ ଟିଜିପିସି  ସେଭେନ କଣ୍ଟେଷ୍ଟରେ ଫାଇନାଲ  ଲିଷ୍ଟରେ  ଓଡିଆ ଝିଅ   ଶୁଭଶ୍ରୀ ସ୍ବାଇଁ। ଇଣ୍ଡିଆ ମିସ ଟିଜିପିସି ଟାଇଟଲ  ହାସଲ କରିବାକୁ  ଶୁଭଶ୍ରୀ  ସ୍ବାଇଁଙ୍କୁ ଅନଲାଇନ ଭୋଟ ଆବଶ୍ୟକତା ରହିଛି।  ଏଭଳି ଏକ  ଜାତୀୟ ସ୍ତରୀୟ  ଇଣ୍ଡିଆ ମିସ ଟିଜିପିସି  ଅନଲାଇନ ଭୋଟ ଭିକ୍ଷା କରିଛନ୍ତି ଶୁଭଶ୍ରୀ ସ୍ବାଇଁ।

ଓଡିଆ ଝିଅ ଶୁଭଶ୍ରୀ ସ୍ବାଇଁ। କଳା, ସଂସ୍କତି ଓ ଐତିହ, ମନ୍ଦିର ମାଳିନୀ ଭୁବନେଶ୍ବର  ର ଝିଅ  ଶୂଭଶ୍ରୀ  ସ୍ବାଇଁ ଏବେ  ନିଜର ପ୍ରତିଭା ବଳରେ ଇଣ୍ଡିଆ ମିସ ଟିଜିପିସି  ସେଭେନ କଣ୍ଟେଷ୍ଟ ସେଭେନ ଫାଇନାଲ  ଲିଷ୍ଟରେ   ପହଂଚିପାରିଛନ୍ତି।  ଓଡିଆ ଝିଅ  ଶୁଭଶ୍ରୀ ସ୍ବାଇଁ।ଆସନ୍ତା ​‌ସେପଟେମ୍ବରରେ   ମୁମ୍ବାଇରେହେବାକୁ  ଥିବା  ସର୍ବଭାରତୀୟ ଇଣ୍ଡଆ ମିସ ଟିଜିପିସି  ସେଭେନ କଣ୍ଟେଷ୍ଟରେ    ଫାଇନାଲ  ରାଉଣ୍ଡ  ବିଜେତା ପାଇଁ ଅନଲାଇନ ଭୋଟ ଭିକ୍ଷା କରିଛନ୍ତି ।ଶୁଭଶ୍ରୀଙ୍କ  ବିଜୟ ପାଇଁ   ୟୁଟୁବ ଓ  ଇନଷ୍ଟ୍ରାଗ୍ରାମରେ ଲାଇକ, ଭ୍ୟୁ ଓ ସେୟାର କରିବାକୁପଡିବ। ୟୂଟୁବରେ ଇଣ୍ଡିଆ ମିସ ଟିଜିପିସି କୁ ଯାଇ ଶୁଭଶ୍ରୀ ସ୍ବାଇଁ ଇଣ୍ଡିଆ ମିସ ଟିଜିପିସି  ଭିଡିଓକୁ ଭ୍ୟୁ କରିବା ସହ ସେୟାର କରିବାକୁ ନିବେଦନ କରିଛନ୍ତି  ଶୁଭଶ୍ରୀ। ଏହା   ସହ ଇନଷ୍ଟାଗ୍ରାମରେ  ଇଣ୍ଡିଆ ମିସ ଟିଜିପିସିକୁ ପେଜକୁ ଫଲୋ କରିବା ପରେ  ପେଜକୁ ଯାଇ ଶୁଭଶ୍ରୀ ସ୍ବାଇଁଙ୍କ ଫଟୋ ଉପରେ ଲାଇକ କରିବାକୁ ପଡିବ।  ଆପଣଙ୍କ ଗୋଟିଏ  ଗୋଟିଏ ଲାଇକ,  ଭ୍ୟୁ ,ସେୟାର  ଶୁଭଶ୍ରୀଙ୍କୁ ଜାତୀୟ ସ୍ତରରେ ପହଂଚାଇବାକୁ  ସାହାଯ୍ୟ କରିବ। ଜଣେ  ଓଡିଆଭାବେ ତାଙ୍କୁ ଭୋଟିଙ୍ଗ କରିବାକୁ ଓଡିଶା ତଥା ଓଡିଶା ବାହରରେ ରହୁଥିବା ଓଡିଆଙ୍କୁ ନିବେଦନ କରିଛନ୍ତି ଶୁଭଶ୍ରୀ  ସ୍ବାଇଁ ।

{"id":140439}

ସୋଆ ବିଶ୍ବ ବିଦ୍ୟାଳୟର  ଇଲେକ୍ଟ୍ରୋନିକ ଓ କମ୍ୟୁନିକେସନଓ ଇଂଜିନିୟରିଙ୍ଗ ଗ୍ରାଜୁଏଟ କରିଥିବା ଶୁଭଶ୍ରୀ   କେବଳ ପାଠ ନୁହେଁ ସାହିତ୍ୟ, କଳା, ଓଡିଶା ପରମ୍ପରା, ସହ ରୋଷେଇରେ ବେଶ ରୁଚି ରହିଛି ତାଙ୍କର।

ଶୁଭଶ୍ରୀ ହେଉଛନ୍ତି ଗିନିଜି ବୁକ ଅଫ ଓ୍ବାଲର୍ଡ ରେକଡ ଧାରୀ କେଶବ  ସ୍ବାଇଁଙ୍କ  ଝିଅ। ଓଡିଶା ବାସୀଙ୍କ ସପୋର୍ଟ ଓ ଭଲ ପାଇବା ମୋ​‌​‌ତେ  ଶିର୍ଷକୁ ନେବ ବୋଲି କହିଛନ୍ତି ଶୁଭଶ୍ରୀ।  ନିଜ କଲେଜର ଫ୍ରେଣ୍ଡସ ମାନଙ୍କସହ ଓଡିଶା ବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି।   ସେପଟେ  ଶୁଭ୍ରଶ୍ରୀ  ସ୍ବାଇଁଙ୍କ  ଭୋଟଦେବାକୁ ଓଡିଶା ବାସୀଙ୍କୁ ନିବେଦନକ କରିଛନ୍ତି ତାଙ୍କ ବାପା  ଓ  ସାଙ୍ଗସାଥୀ।

ଏହି ପ୍ରତିଯୋଗିତା ପାଇଁ  ଅନଲାଇନରେ ତିନି ରୁ ୪ ହଜାର   ଆବେଦନାକାରୀଙ୍କ ମଧ୍ୟରୁ  ଶୁଭଶ୍ରୀ ଫାଇନାଲ ଲିଷ୍ଟରେ  ଅଛନ୍ତି। । ଆପଣମାନଙ୍କ  ଲାଇକ, ଭ୍ୟୁ , ସେୟାର  ଶୁଭଶ୍ରୀଙ୍କୁ ସର୍ବଭାରତୀୟ ସ୍ତରରେ ପହଂଚାଇବାରେ ସହାୟକ ହୋଇ  ପାରିବ।

{"id":140440}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.