Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୫୫୮ କରୋନା ପଜିଟିଭ୍
  • ||
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

ଓଡ଼ିଆ ଚଳଚିତ୍ର ‘ହେଲୋ ଆର୍ସି’ କୁ ଶ୍ରେଷ୍ଠ ଆଞ୍ଚଳିକ ଚଳଚିତ୍ର

4/05/2018 at 6:40 AM

୬୫ତମ ଜାତୀୟ ଚଳଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଆ ଚଳଚିତ୍ର ହେଲୋ ଆର୍ସି କୁ ଶ୍ରେଷ୍ଠ ଆଞ୍ଚଳିକ ଚଳଚିତ୍ର
୩ଟି ପୁରସ୍କାର ହାସଲ କରିଛି ଏହି ଫିଲ୍ମ
ଶ୍ରେଷ୍ଠ ଓଡ଼ିଆ ଚିତ୍ର,ଶ୍ରେଷ୍ଠ ଚିତ୍ରନାଟ୍ୟ ଓ ସ୍ୱତନ୍ତ୍ର ବର୍ଗରେ ପୁରସ୍କାର ପାଇଛି
ଫିଲ୍ମରେ ଅଭିନୟ ପାଇଁ ପ୍ରକୃତି ମିଶ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନ ଭାବେ ପୁରସ୍କୃତ କରାଯାଇଛି

Leave a Reply

   Related Posts