ଓଡ଼ିଆ ଚଳଚିତ୍ର 'ହେଲୋ ଆର୍ସି' କୁ ଶ୍ରେଷ୍ଠ ଆଞ୍ଚଳିକ ଚଳଚିତ୍ର

Published By : Prameya-News7 Bureau | May 04, 2018 IST

୬୫ତମ ଜାତୀୟ ଚଳଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଆ ଚଳଚିତ୍ର ହେଲୋ ଆର୍ସି କୁ ଶ୍ରେଷ୍ଠ ଆଞ୍ଚଳିକ ଚଳଚିତ୍ର ୩ଟି ପୁରସ୍କାର ହାସଲ କରିଛି ଏହି ଫିଲ୍ମ ଶ୍ରେଷ୍ଠ ଓଡ଼ିଆ ଚିତ୍ର,ଶ୍ରେଷ୍ଠ ଚିତ୍ରନାଟ୍ୟ ଓ ସ୍ୱତନ୍ତ୍ର ବର୍ଗରେ ପୁରସ୍କାର ପାଇଛି ଫିଲ୍ମରେ ଅଭିନୟ ପାଇଁ ପ୍ରକୃତି ମିଶ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନ ଭାବେ ପୁରସ୍କୃତ କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.