Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବେଙ୍ଗାଲୁରରେ ଓଡିଆ ବୋହୂ ବର୍ଷା ପ୍ରିୟଦର୍ଶିନୀଙ୍କର ସନ୍ଦେହ ଜନକ ମୃତ୍ୟୁ

24/12/2019 at 3:08 PM

ବେଙ୍ଗାଲୁର ୨୪।୧୨ – ବେଙ୍ଗାଲୁରରେ ବର୍ଷା ପ୍ରିୟଦର୍ଶିନୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ବେଙ୍ଗାଲୁରରେ ଥିବା ବକିଲ୍‌ ମଙ୍ଗୋଲିଆରେ ବର୍ଷା ନିଜ ସ୍ୱାମୀ ଓ ୩ ବର୍ଷର ପୁଅ ସହ ରହୁଥିଲେ ।

ସେ ବାଓକନ୍‌ କମ୍ପାନୀରେ ସିନିୟର ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଥିଲେ ।

ବର୍ଷା ପ୍ରିୟଦର୍ଶନୀଙ୍କ ସ୍ୱାମୀ ରତିକାନ୍ତ ରଥ ଏକ ଆର୍ଥ ମୁଭରସ୍‌ କମ୍ପାନୀରେ କାମ କରନ୍ତି । ସେ ୨୧ ତାରିଖ ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ବର୍ଷାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ବର୍ଷାଙ୍କ ଘର କୋଣାର୍କ ଖାନା ଆମ୍ବିଲ ଗାଁରେ । ବର୍ଷାଙ୍କୁ ତାଙ୍କ ଶାଶୁଘର ଲୋକ ନିର୍ଯ୍ୟାତନା ଦେବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

   Related Posts