କେରଳକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଓଡ଼ିଆ ଯୁବକ

Published By : Prameya-News7 Bureau | October 07, 2018 IST

କନ୍ଧମାଳ ୭|୧୦:  କେରଳକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଓଡ଼ିଆ ଯୁବକ । ମୃତକ କନ୍ଧମାଳର ସାରଙ୍ଗଗଡ ଥାନା ଡବାମାହା ଗାଁର ସନିଆ ବେହେରା । ଦେହ ଅସୁସ୍ଥ ଯେ।ଗୁଁ କେରଳର କଟାୟମ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେ।ଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହେ।ଇଛି । ମୃତଦେହ ଫେରାଇ ଆଣିବାକୁ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ପରିବାର ଲେ।କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.