ଗାଁକୁ ଫେରିଲା ହାଇଦ୍ରାବାଦରେ ମୃତ ଦାଦନ ଶ୍ରମିକଙ୍କ ମରଶରୀର
1/06/2019 at 2:44 PM

ଟିଟିଲାଗଡ ୧|୬: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଲଥl କେନ୍ ଗ୍ରାମରେ ପହଞ୍ଚିଲା ଦାଦନ ଭଜନ କଟାଙ୍କ ମରଶରୀର । ଭଜନ କଟା ବୟସ ୨୫ବର୍ଷ । ଗତ ଫେବ୍ରୁଆରି ମାସରୁ ସେ ହାଇଦ୍ରାବାଦକୁ ଦଲାଲ ମାଧ୍ୟମରେ ଦାଦନ ଖଟିବାକୁ ଯାଇଥିଲେ । କୌଣସି କାରଣରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପରିବାର ଲୋକେ ଭଜନ କଟାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଥିଲେ । ତେବେ ଆଜି ତାଙ୍କ ମୃତଦେହ ଗାଁକୁ ଫେରିଛି । ବେଲପଡା ପୋଲିସ ଘଟଣାର ତଦନ୍ତ କରିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021