ଟ୍ରେନ୍ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମାଆଙ୍କ ମୃତ୍ୟୁ, ଚଢୁଥିବା ସମୟରେ ଖସି ପଡ଼ିଥିଲେ

Published By : Prameya-News7 Bureau | September 29, 2021 IST

 ଯାଜପୁର, ୨୯/୦୯: ଟ୍ରେନ୍ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମାଆଙ୍କ ମୃତ୍ୟୁ। ଯଖପୁରା ରେଳ ଷ୍ଟେସନରେ ଘଟିଛି ଏହି ଅଘଟଣ। ଟ୍ରେନ୍‌ରେ ଚଢୁଥିବା ସମୟରେ ଖସି ପଡ଼ିଥିଲେ ଗୁଡ୍ଡୁଙ୍କ ମାଆ ଗୀତାଞ୍ଜଳୀ। ଖୋର୍ଦ୍ଧା କେନ୍ଦୁଝର ଇଣ୍ଟରସିଟି ଏକ୍ସପ୍ରେସରେ ଗୁଡୁଙ୍କ ମାଆ ଓ ଭଉଣୀ କେନ୍ଦୁଝର ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.