Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଦଶହରା ଅବସରରେ ଯୁବକଙ୍କ ନିଆରା ପ୍ରୟାସ, ରୋଗ ମୁକ୍ତି ଲାଗି ମାରାଥନ ଦୌଡ

15/10/2021 at 9:04 AM

ନୀଳଗିରି ୧୫/୧୦: ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଏଥିପାଇଁ ବାଲେଶ୍ଵର ଜିଲ୍ଲା ସେରଗଡ଼ ଅଂଚଳର ଜଣେ ଯୁବକ ସଚେତନ ନେଇ ଆରମ୍ବ କରିଛନ୍ତି ନିଆରା ପ୍ରୟାସ । ଆଜିର ଦିନରେ ରାବଣ ଙ୍କୁ ବଦ୍ଧ କରି ଧରିତ୍ରୀ କୁ ଶାନ୍ତି ଫେରାଇ ଆଣି ବିଜୟା ଦଶମୀ ପାଳନ କରାଯାଇଥିଲା ।

ସେହିପରି ଶରୀରରେ ମଧ୍ୟ ବିଭିନ୍ନ ପ୍ରକାର ରୋଗକୁ ବଦ୍ଧ କରିବାକୁ ହେଲେ ବ୍ୟାୟାମର ଆଵଶ୍ୟକତା ରହିଛି । ତେଣୁ ସେରଗଡ଼ ଅଂଚଳର ପ୍ରଦୀପ ସେନାପତି ନାମକ ଯୁବକ ଯେକି ବାଙ୍ଗାଲୋରରେ ଏକ ସଫ୍ଟୱେର ଇଂଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି । ପରିବାର ସଦସ୍ୟ ଓ ଅଞ୍ଚଳବାସୀଙ୍କୁ ନେଇ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ ।

ସେରଗଡ଼ ଠାରୁ ଏକ ମାରାଥନ ଦୌଡ଼ ଆରମ୍ବ କରିଛନ୍ତି ଯୁବକ ଜଣଙ୍କ । ଏବେ ଏହା ନୀଳଗିରି, ମିତ୍ରପୁର ,ରେମୁଣା ,ଜାତୀୟ ରାଜପଥ ଦେଇ ପୁଣି ସେରଗଡ଼ରେ ପହଁଚିଛି। । ସମାଜକୁ ଏଭଳି ସଚେତନ ବାର୍ତ୍ତା ବିଜୟା ଦଶମୀ ଅବସରରେ ଦେବାସହ ଏଭଳି କାର୍ଯ୍ୟକ୍ରମ ନିଜନିଜ ଅଞ୍ଚଳରେ କରିବାକୁ ଆହ୍ୱାନ ଦେଇଛନ୍ତି ।

   Related Posts