Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ତ୍ରିରଙ୍ଗା ଉଡାଇବା ସହ ଜାତୀୟ ସଙ୍ଗୀତ ଗାନ କଲେ ଓବେସୀ

26/01/2020 at 4:23 PM

ହାଇଦ୍ରାବାଦ – ଅଲ୍‌ ଇଣ୍ଡିଆ ମଜଲିସ୍‌ ଇ ଇତେହାଦୁଲ୍‌ ମୁସଲିମିନ୍‌ର ପ୍ରମୁଖ୍ୟ ତଥା ସାସଂଦ ଆସାଉଦ୍ଦୁଦିନ ଓବେସୀ ସାଧାରଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ଉଡାଇବା ସହ ଜନ ଗଣ ମନ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏଥିରେ ଏଆଇଏମ୍‌ଆଇଏମ୍‌ର ସଦସ୍ୟମାନେ ସାମିଲ ହୋଇଥିଲେ ।

ସେ ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି । ସମ୍ବିଧାନରେ ବିଶ୍ୱାସ କରନ୍ତି । ଯିଏ ଦେଶଙ୍କୁ ବିଭାଜିତ କରିବାକା କଥା କହୁଛି ସେ କେବେବି ତାଙ୍କର ବନ୍ଧୁ ହୋଇ ପାରିବ ନାହିଁ ବୋଲି କହିଛନ୍ତି । ଦେଶରେ ଏବେ ବି ନାଥୁରାମଙ୍କ ଚିନ୍ତାଧାରା ଥିବା ଲୋକ ଜୀବିତ ଅଛନ୍ତି ବୋଲି ସେ କହିଛନ୍ତି ।

ସିଏଏର ସମର୍ଥନ କରୁଥିବା ବ୍ୟକ୍ତି ଅନ୍ୟ ଲୋକର କାନ୍ଧରେ ବନ୍ଧୁକ ଥୋଇ ଚଳାଉଛନ୍ତି । ଦେଶରେ ଧର୍ମନିରପେକ୍ଷତା ବଜାୟ ରହୁ ବୋଲି ସେ ଏହି ଅବସରରେ କହିଛନ୍ତି ।

   Related Posts