ତ୍ରିରଙ୍ଗା ଉଡାଇବା ସହ ଜାତୀୟ ସଙ୍ଗୀତ ଗାନ କଲେ ଓବେସୀ

Published By : Prameya-News7 Bureau | January 26, 2020 IST

ହାଇଦ୍ରାବାଦ - ଅଲ୍‌ ଇଣ୍ଡିଆ ମଜଲିସ୍‌ ଇ ଇତେହାଦୁଲ୍‌ ମୁସଲିମିନ୍‌ର ପ୍ରମୁଖ୍ୟ ତଥା ସାସଂଦ ଆସାଉଦ୍ଦୁଦିନ ଓବେସୀ ସାଧାରଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ଉଡାଇବା ସହ ଜନ ଗଣ ମନ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏଥିରେ ଏଆଇଏମ୍‌ଆଇଏମ୍‌ର ସଦସ୍ୟମାନେ ସାମିଲ ହୋଇଥିଲେ ।

{"id":216271,"width":531,"height":392,"sizeSlug":"large"}

ସେ ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି । ସମ୍ବିଧାନରେ ବିଶ୍ୱାସ କରନ୍ତି । ଯିଏ ଦେଶଙ୍କୁ ବିଭାଜିତ କରିବାକା କଥା କହୁଛି ସେ କେବେବି ତାଙ୍କର ବନ୍ଧୁ ହୋଇ ପାରିବ ନାହିଁ ବୋଲି କହିଛନ୍ତି । ଦେଶରେ ଏବେ ବି ନାଥୁରାମଙ୍କ ଚିନ୍ତାଧାରା ଥିବା ଲୋକ ଜୀବିତ ଅଛନ୍ତି ବୋଲି ସେ କହିଛନ୍ତି ।

wp:core-embed/youtube {"url":"https://www.youtube.com/watch?v=G0ssDuuvip8","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=G0ssDuuvip8
/wp:core-embed/youtube

ସିଏଏର ସମର୍ଥନ କରୁଥିବା ବ୍ୟକ୍ତି ଅନ୍ୟ ଲୋକର କାନ୍ଧରେ ବନ୍ଧୁକ ଥୋଇ ଚଳାଉଛନ୍ତି । ଦେଶରେ ଧର୍ମନିରପେକ୍ଷତା ବଜାୟ ରହୁ ବୋଲି ସେ ଏହି ଅବସରରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.