Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

୯ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ନୂଆପଡା କାଳିମାଟି ଗ୍ରାମବାସୀ

24/08/2018 at 12:13 AM

ନୂଆପଡା ୨୪/୮ : ୯ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକର କାଳିମାଟି ଗ୍ରାମବାସୀ | ଖଡ଼ିଆଳ ଦାରାଗାଁ ଠାରେ ବିଶ୍ୱ ବ୍ୟାଙ୍କ ସହାୟତାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା | ଯାହାକି ତିଖାଳି ଡ୍ୟାମ ନାଁରେ ପରିଚିତ | ୨୦୦ କୋଟିରୁ ଆରମ୍ଭ ହୋଇଥିବା ତିଖାଳି ଡ୍ୟାମ ଏବେ ୧୭୦୦ କୋଟିକୁ ଛୁଇଁଲାଣି ହେଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇନାହିଁ | ଚଳିତ ବର୍ଷ ଠାରୁ ଡ୍ୟାମରେ ପାଣି ରଖିବା ଆରମ୍ଭ ହୋଇଗଲାଣି | ଗୋଟିଏପଟ ତିଖାଳି ଡ୍ୟାମରେ ପାଣି ଭରିବାରେ ଲାଗୁଥିବା ବେଳେ ଅନ୍ୟପଟେ ବିସ୍ଥାପିତଙ୍କ ସମସ୍ୟା ବଢ଼ିବାରେ ଲାଗିଛି | ବିସ୍ଥାପିତ ଟଙ୍କା ପାଇନଥିବାରୁ କୋମନା ବ୍ଲକ କାଳିମାଟି ଗାଁର ୭୦ ପରିବାରଙ୍କ ଘର ଚାରିପଟେ ଭରିଗଲାଣି ପାଣି | ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି ୭୦ ପରିବାର | ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି | ଯାହାକୁ ନେଇ ଆଜି ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ |

   Related Posts