ଆଜି ମାଆ ମାଣିକେଶ୍ବରୀଙ୍କ ପୀଠରେ ଲାଗି ହେବ ନବାନ୍ନ

Published By : Prameya-News7 Bureau | September 19, 2018 IST

କଳାହାଣ୍ଡି ୧୯|୯: ଆଜି ମାଆ ମାଣିକେଶ୍ବରୀଙ୍କ ପୀଠରେ ଲାଗି ହେଉଛି ନବାହ୍ନ । ପବିତ୍ର ଦଶମୀ ତିଥିରେ ଆଜି କଳାହାଣ୍ଡି ଜିଲ୍ଲାରେ ପାଳନ କରାଯାଉଛି ତୃତୀୟ ପର୍ଯ୍ୟାୟ ନୂଆଁଖାଇ । ଗଡ଼ଜାତ ଅଞ୍ଚଳର ଭବାନୀପାଟଣା, ଲାଗିଡ଼, ମଦନପୁର-ରାମପୁର, ଥୁଆମୂଳ ରାମପୁର, ପାଟଣାଗଡ଼ ଆଦି ଗଡ଼ଜାତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ନୂଆଁଖାଇ ପାଳନ କରାଯାଉଛି । ସମଗ୍ର ପଶ୍ଚିମ ଓଡ଼ିଶାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ ମାଣିକେଶ୍ବରୀଙ୍କ ପୀଠରେ ଦଶମୀ ଦିନ ନୂଆଁଖାଇ ପାଳନ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.