Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଆଜି ମାଆ ମାଣିକେଶ୍ବରୀଙ୍କ ପୀଠରେ ଲାଗି ହେବ ନବାନ୍ନ

19/09/2018 at 11:07 AM

କଳାହାଣ୍ଡି ୧୯|୯: ଆଜି ମାଆ ମାଣିକେଶ୍ବରୀଙ୍କ ପୀଠରେ ଲାଗି ହେଉଛି ନବାହ୍ନ । ପବିତ୍ର ଦଶମୀ ତିଥିରେ ଆଜି କଳାହାଣ୍ଡି ଜିଲ୍ଲାରେ ପାଳନ କରାଯାଉଛି ତୃତୀୟ ପର୍ଯ୍ୟାୟ ନୂଆଁଖାଇ । ଗଡ଼ଜାତ ଅଞ୍ଚଳର ଭବାନୀପାଟଣା, ଲାଗିଡ଼, ମଦନପୁର-ରାମପୁର, ଥୁଆମୂଳ ରାମପୁର, ପାଟଣାଗଡ଼ ଆଦି ଗଡ଼ଜାତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ନୂଆଁଖାଇ ପାଳନ କରାଯାଉଛି । ସମଗ୍ର ପଶ୍ଚିମ ଓଡ଼ିଶାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ ମାଣିକେଶ୍ବରୀଙ୍କ ପୀଠରେ ଦଶମୀ ଦିନ ନୂଆଁଖାଇ ପାଳନ କରାଯାଇଥାଏ ।

   Related Posts