NTPC କଣିହାଁରେ ସ୍ଥାୟୀ ନିଯୁକ୍ତି ଦାବିରେ ରେଳରୋକ
3/05/2018 at 10:27 AM

ଅନୁଗୁଳ ବନ୍ତୋଳ ଜମିହରା କ୍ଷତିଗ୍ରସ୍ତଙ୍କ ଫକ୍ଷରୁ ରେଳରୋକ
NTPCରେ ସ୍ଥାୟୀ ନିଯୁକ୍ତି ଦାବି କରି ରେଳରୋକ
ବନ୍ତୋଳ ଏମ୍ଜିଆର୍ ରେଲୱେ ଲାଇନ୍ରେ ଆନ୍ଦୋଳନ
ତାଳଚେର ରେଲୱେ ଷ୍ଟେସନରୁ NTPCକୁ କୋଇଲା ଯୋଗାଣ ବନ୍ଦ
ଦୀର୍ଘ ୨୭ ବର୍ଷ ହେବ କ୍ଷତିଗ୍ରସ୍ତଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021