ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତର ବାଲିପନ୍ତାଳ ଗାଁରେ ନରେଗା ଯୋଜନାରେ ଆସିଥିବା ଟଙ୍କା ହଡ଼ପ

9/09/2018 at 1:59 AM

ପୁରୀ ୦୮/୦୯ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତର ବାଲିପନ୍ତାଳ ଗାଁରେ ମହାତ୍ମା ଗାନ୍ଧି ନରେଗା କାମରେ ମହାଦୁର୍ନୀତି। ଆମ ଗାଁ ଆମ ବିକାଶ ଯୋଜନାରେ ଜବକାର୍ଡ ମାଧ୍ୟମରେ ମୁଖ୍ୟ ରାସ୍ତାକୁ ମାଟି ପକାଇବାକୁ ବ୍ଲକ ପକ୍ଷରୁ ମଞ୍ଜୁର ହୋଇଥିବା ପ୍ରାୟ ୪ଲକ୍ଷଟଙ୍କା ଆତ୍ମସାତ । ଏହି ବଡଧରଣର ଦୁର୍ନୀତିରେ ସ୍ଥାନୀୟ ସରପଞ୍ଚ, ଗାଁ ର କୁଜିନେତା ଏପରିକି ବ୍ଲକ କର୍ତ୍ତୃପକ୍ଷଙ୍କ ହାତ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

   Related Posts