ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତର ବାଲିପନ୍ତାଳ ଗାଁରେ ନରେଗା ଯୋଜନାରେ ଆସିଥିବା ଟଙ୍କା ହଡ଼ପ

Published By : Prameya-News7 Bureau | September 09, 2018 IST

ପୁରୀ ୦୮/୦୯ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତର ବାଲିପନ୍ତାଳ ଗାଁରେ ମହାତ୍ମା ଗାନ୍ଧି ନରେଗା କାମରେ ମହାଦୁର୍ନୀତି। ଆମ ଗାଁ ଆମ ବିକାଶ ଯୋଜନାରେ ଜବକାର୍ଡ ମାଧ୍ୟମରେ ମୁଖ୍ୟ ରାସ୍ତାକୁ ମାଟି ପକାଇବାକୁ ବ୍ଲକ ପକ୍ଷରୁ ମଞ୍ଜୁର ହୋଇଥିବା ପ୍ରାୟ ୪ଲକ୍ଷଟଙ୍କା ଆତ୍ମସାତ । ଏହି ବଡଧରଣର ଦୁର୍ନୀତିରେ ସ୍ଥାନୀୟ ସରପଞ୍ଚ, ଗାଁ ର କୁଜିନେତା ଏପରିକି ବ୍ଲକ କର୍ତ୍ତୃପକ୍ଷଙ୍କ ହାତ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.