Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଏଣିକି ୟୁନିଫର୍ମରେ ନଜର ଆସିବେ ସଫେଇ କର୍ମଚାରୀ : ଖୁବ୍ ଶୀଘ୍ର ଆରମ୍ଭ ହେବ ଏହି ଟେଣ୍ଡର..

8/10/2021 at 10:28 AM

ନୂଆଦିଲ୍ଲୀ ୦୮/୧୦ : ଏଣିକି ଏବେ ସଫେଇ କର୍ମଚାରୀମାନେ ଏବେ ଗାଢ ହଳଦିଆ ଟ୍ରାକ୍ ସୁଟ୍ ରେ ରାସ୍ତା ସଫା କରୁଥିବା ଦେଖିବାକୁ ମିଳିବ। ଟ୍ରାକ୍‌ ସୁଟ୍‌ରେ ନିଗମର ‘ଲୋଗୋ’ ଉପରେ ଲଗାଯିବ । ଏଥିରେ ସେମାନଙ୍କୁ ଚିହ୍ନିବା ସହଜ ହେବ । ନିଗମ ଅଧିକାରୀମାନେ  କହିଛନ୍ତି ଯେ ଶୀତ ଦିନ ପୂର୍ବରୁ କର୍ମଚାରୀମାନଙ୍କୁ ଏହି ନୂଆ ୟୁନିଫର୍ମ ଯୋଗାଇ ଦିଆଯିବ। ସେମାନଙ୍କ  କିଣିବା ପାଇଁ ଶୀଘ୍ର ଏହି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ।

ସୂଚନା ଅନୁଯାୟୀ, ୨୦୧୭ ମସିହାରୁ ଡେମସ୍ ବିଭାଗର ସଫେଇ କର୍ମଚାରୀ (ପୁରୁଷ ଏବଂ ମହିଳା) କୁ କୌଣସି ପ୍ରକାରର ୟୁନିଫର୍ମ ଯୋଗାଇ ଦିଆଯାଉ ନାହିଁ। ସେମାନଙ୍କର ସଂଖ୍ୟା ପ୍ରାୟ ୨୨ ହଜାର ହେବ । ଦୀର୍ଘ ଦିନ ଧରି ୟୁନିଫର୍ମ ଯୋଗାଇବାକୁ ସେମାନେ ଦାବି କରିଆସୁଥିଲେ। ଏହି ପ୍ରସ୍ତାବକୁ ନେଇ କୁହାଯାଇଛି କି ପୁରୁଷ  କର୍ମଚାରୀମାନେ ହଳଦିଆ ରଙ୍ଗର ଟ୍ରାକ୍‌ ସୁଟ୍‌ ଏବଂ ମହିଳା ସଫେଇ କର୍ମଚାରୀମାନେ ସାଲୱାର କମିଜ୍ ସହ ଓଢଣୀରେ ମହିଳା ସୁଟ୍ ପ୍ରଦାନ କରାଯିବା

ତେବେ ନିଗମ କମିଟିର ସଭାପତି କର୍ଣ୍ଣେଲ ବିଆର ଓବରୋଇ କହିଛନ୍ତି ଯେ କି ନୂଆ ୟୁନିଫର୍ମ ଭାବରେ ଶୀତ ଆସିବା ପୂର୍ବରୁ ସଫେଇ କର୍ମଚାରୀଙ୍କୁ ଏହି ଟ୍ରାକସୁଟ୍ ଯୋଗାଇ ଦିଆଯିବ। ତେବେ ଏନେଇ ଚାରୋଟି ଜୋନ୍‌ର କର୍ମଚାରୀଙ୍କ ସଂଖ୍ୟା ସହ ଏକ ତାଲିକା ପ୍ରସ୍ତୁତ କରାଯାଉଛି ।

   Related Posts