Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ବାଂଲା ରସଗୋଲା ଜିଆଇ ଟ୍ୟାଗ୍ ହୋଇପାରେ ପ୍ରତ୍ୟାହାର, ଭୁଲ୍ ତଥ୍ୟ ଦେଇଥିବାରୁ ପଶ୍ଚିମବଙ୍ଗ ସରକାରଙ୍କ ଦୁଇ ବିଭାଗକୁ ଜିଆଇର ନୋଟିସ୍

2/08/2019 at 12:43 PM

ଭୁବନେଶ୍ବର ୨|୮: ବାଂଲାର ରସଗୋଲାକୁ ଚେକ୍ । ବାଂଲାର ରସଗୋଲାକୁ ନେଇ ବଢିଲା ବିବାଦ । ପଶ୍ଚିମବଙ୍ଗକୁ ରସଗୋଲା ଜିଆଇ ଟ୍ୟାଗ୍ ବିରୋଧରେ ଶୁଣାଣି ହେବ । ପଶ୍ଚିମବଙ୍ଗ ସରକାରଙ୍କ ଦୁଇ ବିଭାଗକୁ ଜିଆଇ ନୋଟିସ୍ ହୋଇଛି । ସେପ୍ଟେମ୍ବର ୬ରେ ଶୁଣାଣି ଲାଗି ଜିଆଇ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶାର ଆବେଦନାକୀରଙ୍କ ସହ ପଶ୍ଚିମବଙ୍ଗ ପ୍ରତିନିଧି ଉପସ୍ଥିତ ରହିବେ ।

ବାଂଲାର ରସଗୋଲାର ମାନ୍ୟତା ରଦ୍ଦ ଲାଗି ଆବେଦନ ହୋଇଛି । ପଶ୍ଚିମବଙ୍ଗ ମିଥ୍ୟା ତଥ୍ୟର ସାହାରା ନେଇଥିବା ଅଭିଯୋଗ ହୋଇଛି । ଜଗନ୍ନାଥ ସଂସ୍କୃତି ସଂପର୍କରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି ।

   Related Posts