ରାଜ୍ୟର ୯ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା
31/05/2018 at 5:22 AM

ରାଜ୍ୟର ୯ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା । ସତର୍କ ସୂଚନା ଜାରି କରିଛିଆଞ୍ଚଳିକ ପାଣିପାଗ କେନ୍ଦ୍ର । ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, ବରଗଡ, ସୋନପୁର, କନ୍ଧମାଳ, ରାୟଗଡାକୁ ସତର୍କ ସୂଚନା ଜାରି କରାଯାଇଛି । ସକାଳ ୭.୩୦ରୁ ପୂର୍ବାନ୍ହ ୯.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବ ।