ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୯ କୋଭିଡ୍ ପଜିଟିଭ୍
  • ||

୭୨ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକରେ ବନ୍ୟା ପରିସ୍ଥିତି

14/10/2018 at 12:35 AM

ଦକ୍ଷିଣ ଓଡ଼ିଶାରେ ତିତଲି ବନ୍ୟାର ତାଉ ସୁଧୁରୁଥିବା ବେଳେ, ଏବେ ପାଳି ଉତ୍ତର ଓଡ଼ିଶାର । ଉତ୍ତର ଓଡ଼ିଶାର ଅଧିକାଂଶ ନଦୀ ଫୁଲିଲାଣି । ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକରେ ସୃଷ୍ଟି ହେଲାଣି ବନ୍ୟା ପରିସ୍ଥିତି । ବୁଢ଼ାବଳଙ୍ଗ, କାଂଶବାଂଶ, ଗଙ୍ଗାହାର, ବୈତରଣୀ, ସୋନ, ଜଳକା ଏବଂ ସୁବର୍ଣ୍ଣରେଖା ନଦୀରେ ବଢ଼ିଛି ଜଳସ୍ତର । କେଉଁଠି ବନ୍ୟା ପାଣି ବିପଦ ସଙ୍କେତ ଟପିଲାଣି , ତ ଆଉ କେଉଁଠି ରାସ୍ତା ଉପରେ ଚାଲିଲାଣି ପାଣି ।

   Related Posts