Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ହଟ୍ ଅନ୍ଦାଜରେ ଫଟୋ ସେୟାର କଲେ ନୋରା ଫତେହି : ପ୍ରଶଂସକଙ୍କ ମନରେ ଲାଗିଲା ନିଆଁ

17/03/2020 at 11:41 AM

ମୁମ୍ବାଇ ୧୭/୦୩ : ନୋରା ଫତେହି ନିଜ ଇନ୍ସଟାଗ୍ରାମ ପେଜରେ ନିଜର କିଛି ଫଟୋ ସେୟାର କରିଛନ୍ତି | ଫଟୋରେ ସେ ଏକ ବାଇଗଣୀ ରଙ୍ଗର ଗାଉନ ପିନ୍ଧିଛନ୍ତି | ଗାଉନରେ ନୋରାଙ୍କ କିଲର ଅନ୍ଦାଜ ପ୍ରଶଂସକଙ୍କୁ ଘାଇଲା କରିଛି | ଫଟୋ ଦେଖି ପ୍ରଶଂସକମାନେ କମେଣ୍ଟ ବକ୍ସରେ କମେଣ୍ଟ କରିଛନ୍ତି ‘ହାଏ ଗର୍ମୀ’ |

ନୋରା ଏକ ଲଙ୍ଗ ଗାଉନ ପିନ୍ଧିଛନ୍ତି | ଗାଉନରେ ଲେୟାର ରଫଲ ଡିଜାଇନ ହୋଇଛି | ଗାଉନର ରଫଲ ଓ ପ୍ଳିଟ୍ସ ଡିଜାଇନ ମଧ୍ୟରେ ବେଷ୍ଟକୁ ହାଇଲାଇଟ କରିବା ପାଇଁ ଟାଇଙ୍ଗ ବେଲ୍ଟ ବ୍ୟବହାର କରାଯାଇଛି | କିନ୍ତୁ ରଫଲ ଡିଜାଇନ ଯୋଗୁଁ ବେଲ୍ଟ ଭଲ ଭାବେ ଦେଖାଯାଉନାହିଁ |

ଗାଉନଟି Wilhja ବ୍ରାଣ୍ଡର | ନୋରା ପିନ୍ଧିଥିବା ଗହଣା କୋହିନୁର ଜ୍ୱେଲର୍ସ ଓ ଏଚ କ୍ରାଫ୍ଟ ଫାଇନ ଜ୍ୱେଲର୍ସର | ନୋରାଙ୍କ ଏହି ଲୁକକୁ ସେଲିବ୍ରିଟି ଷ୍ଟାଇଲିସ ମେନକା ହରି ସିଙ୍ଘାନିଆ ଷ୍ଟାଇଲ କରିଛନ୍ତି | ସେ ମଧ୍ୟ ନିଜ ଇନ୍ସଟାଗ୍ରାମ ପେଜରେ ତାଙ୍କ ଫଟୋ ସେୟାର କରିଛନ୍ତି |

ଏକ ଇଭେଣ୍ଟ ପାଇଁ ନୋରା ଏହି ଡ୍ରେସ ପରିଧାନ କରିଥିଲେ | ତାଙ୍କ ଫଟୋ ପ୍ରଶଂସକଙ୍କ ମଧ୍ୟରେ ନିଆଁ ଲଗାଇଛି | ନୋରା ଯଦି ଫଟୋରେ ଏତେ ସୁନ୍ଦର ଦେଖା ଯାଉଛନ୍ତି ତାହେଲେ ଇଭେଣ୍ଟରେ କେତେ ସୁନ୍ଦର ଲାଗୁଥିବେ ତାହା ଆପଣ ଜାଣି ପାରୁଥିବେ |

   Related Posts