Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ମୋତି ଲଗା ଡ୍ରେସରେ ନୋରାଙ୍କ ବୋଲ୍ଡ ଅନ୍ଦାଜ: ସୋସିଆଲ ମିଡ଼ିଆରେ ବଢ଼ାଇଦେଲା ପ୍ରଶଂସକଙ୍କ ତାପମାନ

24/01/2021 at 11:13 AM

ମୁମ୍ବାଇ ୨୪/୦୧ : ବଲିଉଡ୍ ଅଭିନେତ୍ରୀ ଏବଂ ବେଲି ଡ୍ୟାନସର ନୋରା ଫତେହୀଙ୍କ ଡ୍ୟାନ୍ସର ସମସ୍ତେ ପାଗଳ । ନୋରା ତାଙ୍କ ଡ୍ୟାନ୍ସ ଏବଂ ସେକ୍ସି ଫିଗର୍ କୁ ନେଇ ଯେତିକି ଚର୍ଚ୍ଚାରେ ରହିଥାନ୍ତି ତାହାଠାରୁ ଅଧିକ ତାଙ୍କ ଡ୍ରେସ୍ ଷ୍ଟାଇଲ୍ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନୋରା ଅନେକ ସମୟରେ ୱେଷ୍ଟର୍ଣ୍ଣ ଲୁକ୍ ରେ ନଜର ଆସିଥାନ୍ତି । କିନ୍ତୁ ଯେବେ ସେ ଟ୍ରାଡିସନାଲ୍ ଆଉଟଫିଟ୍ ବିଅର କରନ୍ତି, ସେତେବେଳେ ସମସ୍ତ ଲାଇମଲାଇଟ୍ ଲୁଟି ନେଇଥାନ୍ତି । ବର୍ତ୍ତମାନ ନୋରା ଦୁବାଇରେ ରହି ସୋସିଆଲ୍ ମିଡିଆରେ ଫ୍ୟାନ୍ସ ମାନଙ୍କ ସହ କ୍ରମାଗତ ଭାବରେ ଫଟୋ ସେୟାର କରୁଛନ୍ତି ।


ନିକଟରେ ନୋରା ପୁଣିଥରେ ସୋସିଆଲ୍ ମିଡିଆରେ ନିଜର କିଛି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲଙ୍ଗ୍ ସ୍କର୍ଟ ସହିତ ମୋତିରେ ତିଆରି ହୋଇଥିବା ଟପ୍ ପିନ୍ଧିଛନ୍ତି । ଖାଲି ସେତିକି ନୁହେଁ ତାଙ୍କର ଗହଣା ମଧ୍ୟ ମୋତିରେ ତିଆରି ହୋଇଛି । ନୋରାଙ୍କର ଏହି ଡ୍ରେସ୍ ଫେମସ୍ ଫ୍ୟାସନ୍ ଡିଜାଇନର ଅବୁ ଜାନି ସନ୍ଦିପ ଖୋସଲା ତିଆରି କରିଛନ୍ତି ।


ଏହା ପ୍ରଥମ ଥର ନୁହେଁ , ନୋରା ତାଙ୍କ ଲୁକ୍ ରେ ଫ୍ୟାନ୍ସ ମାନଙ୍କ ହୃଦୟ ଜିତିଛନ୍ତି । ସେ ଏହାର ପୁର୍ବରୁ ଅନେକଥର ତାଙ୍କର ଲୁକ୍ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ।

   Related Posts