ରାଜ୍ୟର ସମସ୍ତ ସ୍କୁଲରେ ପଢାଯିବ ଅହିଂସା ପାଠ

Published By : Prameya-News7 Bureau | September 12, 2019 IST

ଭୁବନେଶ୍ବର ୧୨।୯: ଗାନ୍ଧିଜୀଙ୍କ ୧୫୦ ଜୟନ୍ତୀ ଉପଲକ୍ଷେ ରାଜ୍ୟର ସବୁ ସ୍କୁଲରେ ଅହିଂସା ପାଠ ପଢାଯିବ । ୬୪ ଲକ୍ଷ ପିଲା ପଢିବେ ଅହିଂସା ପାଠ । ଚଳିତ ମାସ ୧୬ରୁ ୧୮ ଏନେଇ ରାଜ୍ୟର ବିଭିନ୍ନ ସ୍କୁଲରେ ହେବ କାର୍ଯ୍ୟକ୍ରମ । ସ୍କୁଲରେ ବକ୍ତୃତା, କୁଇଜ୍, ରଚନା, ପ୍ରଦର୍ଶନୀ ଇତ୍ୟାଦି କାର୍ଯ୍ୟକ୍ରମ ହେବ । ୨୩ ଓ ୨୪ ତାରିଖ ବ୍ଲକ୍ ସ୍ତରରେ ଏବଂ ୨୭ ଓ ୨୮ ଜିଲ୍ଲାସ୍ତରରେ ହେବ କାର୍ଯ୍ୟକ୍ରମ । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.