ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବ୍ଲକ୍ ସ୍ତରରେ ନୋଡାଲ ଅଧିକାରୀ ନିଯୁକ୍ତ
15/12/2020 at 5:21 PM

ବ୍ରହ୍ମପୁର ୧୫।୧୨: ଧାନ ସଂଗ୍ରହ ପ୍ରକ୍ରିୟାର ସମସ୍ୟାକୁ ସୁଧାରିବା ପାଇଁ ବ୍ଲକ୍ ସ୍ତରରେ ନୋଡାଲ ଅଧିକାରୀ ନିଯୁକ୍ତ । ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମା ଖାତାରେ ଟଙ୍କା ଜମା ହେବ । ଚଳିତ ବର୍ଷ ୨୦୫୬୭ ଜଣ ଚାଷୀ ନୂତନ ଭାବେ ପଞିକରଣ କରିଛନ୍ତି । ସମୁଦାୟ ୧୩୯୬୪୮ ଜଣଙ୍କ ଚାଷୀଙ୍କଠାରୁ ଚଳିତ ବର୍ଷ ଧାନ ସଂଗ୍ରହ କରାଯିବା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021