ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

Published By : Prameya-News7 Bureau | October 08, 2019 IST

ଷ୍ଟକହୋମ୍ ୮।୧୦:  ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ମିଳିବ ନୋବେଲ ପୁରସ୍କାର । ୩ ବୈଜ୍ଞାନିକ ହେଉଛନ୍ତି ଜେମସ୍‌ ପିବ୍‌ଲ୍ସ, ମାଇକେଲ ମେୟର ଏବଂ ଡିଡିୟର କ୍ବେଲୋଜ । ଜେମସ୍‌ ପିବ୍‌ଲ୍ସଙ୍କୁ ଅଧା ଭାବେ ଏହି ପୁରସ୍କାର ମିଳିବ । ବାକି ଅଧା ଉଭୟ ମାଇକେଲ ମେୟର, ଡିଡିୟର କ୍ବେଲୋଜଙ୍କୁ ମିଳିବ । ପିବ୍‌ଲ୍ସଙ୍କୁ ବିଶ୍ବ ସୃଷ୍ଟି ତତ୍ତ୍ବର ଗବେଷଣା ପାଇଁ ମିଳିବ ନୋବେଲ ପୁରସ୍କାର । ମାଇକେଲ, ଡିଡିୟରଙ୍କୁ ମହାକାଶ ବିଜ୍ଞାନ ଗବେଷଣା ପାଇଁ ମିଳିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.