ରସାୟନ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

Published By : Prameya-News7 Bureau | October 09, 2019 IST

ଷ୍ଟକହୋମ୍ ୯।୧୦: ରସାୟନ ବିଜ୍ଞାନ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିଛି ନୋବେଲ ପୁରସ୍କାର । ୨୦୧୯ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ମିଳିତଭାବେ ନୋବେଲ ପୁରସ୍କାର ପାଇଥିବା ତିନି ଜଣ ବୈଜ୍ଞାନିକ ହେଉଛନ୍ତି ଆମେରିକାର ଜନ ବି ଗୁଜଇନଫ, ଇଂଲଣ୍ଡର ଏମ, ଷ୍ଟାନଲେ ୱିଟିଙ୍ଗହାମ ଏବଂ ଜାପାନର ଅକିରା ୟୋସିନୋ । ଲିଥିୟମ ଆଇନ ବ୍ୟାଟେରି ବିକଶିତ ପାଇଁ ଏମାନଙ୍କୁ ମିଳିଛି ନୋବେଲ ପୁରସ୍କାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.