Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଅଫିସ୍ ଆସିବା ଦରକାର ନାହିଁ: କରୋନା ପାଇଁ ଡିଜିଟାଲ ମାଧ୍ୟମରେ ଅଭିଯୋଗ ଓ ୭୨ ଘଣ୍ଟାରେ ଉତ୍ତର ଦେବ ପ୍ରଶାସନ

10/07/2020 at 8:03 PM

ଭଦ୍ରକ ୧୦।୦୭:  କରୋନା ପାଇଁ କଟକଣା। ଏବେ ସରକାରୀ କାର୍ଯ୍ୟାଳୟକୁ ନ ଆସି ଡିଜିଟାଲ ମାଧ୍ୟମରେ ଅଭିଯୋଗ କରିବା ସହ ପ୍ରଶାସନ ନିକଟରୁ ୭୨ ଘଣ୍ଟାରେ ଉତ୍ତର ପାଇପାରିବେ। ଏ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଇମେଲ , ଟୁଇଟର , ଫେସବୁକ ଓ ଟେଲିଫୋନ ନମ୍ବର ଜାରି କରାଯାଇଛି।

କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟି ରେ ରଖି ଜିଲ୍ଲାପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଜନସାଧାରଣ ଜିଲ୍ଲାର କୌଣସି କାର୍ଯ୍ୟାଳୟକୁ ନ ଆସି ଡିଜିଟାଲ ଉପାୟରେ ନିଜ ଅଭିଯୋଗ ଦାଖଲ କରି ପାରିବେ। ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଜିଲ୍ଲା ପ୍ରଶାସନ୭୨ ଘଣ୍ଟାରେ ରଖିବେ । ତେବେ ଅଭିଯୋଗ ପାଇଁ କେତେକ ନିୟମ ରହିଛି । ଅଭିଯୋଗକାରୀ ଅଭିଯୋଗ ସମୟରେ ନିଜ ନାମ, ମୋବାଇଲ ନମ୍ବର, ଇମେଲ ଠିକଣା , ନିଜର ବାସସ୍ଥାନର ଠିକଣା ଓ ଅଭିଯୋଗର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ଆବଶ୍ୟକ। ଟେଲିଫୋନ ନମ୍ବର – ୦୬୭୮୪-୨୫୧୮୮୧ 

ଇମେଲ – pgcollectoratebdk@gmail.com

ଟୁଇଟର – @DM_Bhadrak ଫେ

ସବୁକ – www.facebook.com/CollectorBhadrak ଜରିଆରେ ଅଭିଯୋଗ କରିପାରିବେ।

   Related Posts