Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପ୍ଳାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ଅଭିଯାନରେ ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ଟିମ୍

6/10/2018 at 7:38 AM

ରାଜ୍ୟର ପ୍ରମୁଖ ସହର ଗୁଡିକରୁ  ପ୍ଳାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବାକୁ  ସରକାର ଆରମ୍ଭ କରିଛନ୍ତି   ଅଭିଯାନ ।  ଏହି ଅଭିଯାନରେ ସାମିଲ ହୋଇଛି ପ୍ରମେୟ ଓ ନ୍ୟୁଜ୍ ସେଭେନ୍  ।  ପାର୍ବଣ ଋତୁରେ ପୂଜା ମଣ୍ଡପ ଓ ତୋରଣ ଗୁଡିକରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ  ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନଙ୍କୁ  ସଚେତନତା ସହ ସେମାନଙ୍କୁ ସଂକଳ୍ପ ପାଠ କରାଯାଇଛି ।  ଏସଂପର୍କରେ ଏକ  ବୃତ୍ତ ଚିତ୍ର  ପ୍ରମେୟ ନ୍ୟୁଜ୍  ସେଭେନ୍ ର ଭି.ପି ସେଲ୍  ଲିଙ୍ଗରାଜ ଲେଙ୍କା ଉପସ୍ଥାପନ କରିଥିଲେ ।

   Related Posts