Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଅର୍ଶ ଏବଂ ଚନ୍ଦାପଣ ମୁକ୍ତି ଚାହୁଁଛନ୍ତି କି : ତେବେ ଆପଣଙ୍କ ଘର ବଗିଚାରେ ଲଗାନ୍ତୁ ଏହି ଫୁଲ ଗଛ

13/08/2019 at 2:00 PM

ଆଜି ଆମେ ଆପଣଙ୍କୁ ଏପରି ଏକ ଔଷଧ ଗଛ ବିଷୟରେ କହିବୁ ଯାହା ଦୀର୍ଘ ଦିନରୁ ହୋଇଥିବା ଅର୍ଶ ପାଇଁ ଲାଭଦାୟକ ହୋଇଥାଏ। ଏହା ସହ ଏହି ଗଛ ଚନ୍ଦାପଣ ଚିକିତ୍ସା ପାଇଁ ଲାଭଦାୟକ ହୋଇଥାଏ। ଆମେ ଯେଉଁ ଗଛ ବିଷୟରେ କହୁଛୁ ତାହାର ନାଁ ଗଙ୍ଗଶିଉଳି ଗଛ। ଆସନ୍ତୁ ଜାଣିବା ଏହି ଗଛର ଉପାଦେୟତା

ଏହି ଗଙ୍ଗଶିଉଳି ଗଛ ଦୀର୍ଘ ଦିନରୁ ହୋଇଥିବା ଅର୍ଶକୁ ଠିକ୍ କରିବାରେ ଲାଭଦାୟକ ହୋଇଥାଏ। ଏଥିପାଇଁ ଗଙ୍ଗଶିଉଳି ଗଛର ଏକ ମଞ୍ଜିକୁ ପ୍ରତିଦିନ ଖାଇବା ଦ୍ବାରା ଅର୍ଶ ଠିକ୍ ହୋଇଯାଇଥାଏ। ଏହା ବ୍ୟତୀତ ଏହାର ମଞ୍ଜିକୁ ପେଶି ଏହାର ଲେପ ପ୍ରଭାବିତ ହୋଇଥିବା ସ୍ଥାନରେ ଲଗାଇଲେ ଅର୍ଶ ରୋଗୀଙ୍କୁ ଆରାମ ମିଳିଥାଏ।

ଯଦି କୌଣସି ବ୍ୟକ୍ତିଙ୍କୁ ଅସମୟରେ କିମ୍ବା କମ୍ ବୟସରେ ଚନ୍ଦାପଣ ସମସ୍ୟା ହୋଇଥାଏ ତେବେ ଗଙ୍ଗଶିଉଳିର ମଞ୍ଜିକୁ ପାଣି ସହ ପେଶି ଏହାର ପେଷ୍ଟ ଚନ୍ଦାପଣ ହୋଇଥିବା ସ୍ଥାନରେ ଲଗାଇଲେ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଏଠାରେ ନୂଆ କେଶ ଉଠିଥାଏ। ଏହା ସହିତ ଏହା ରୂପି ଏବଂ ଧଳା କେଶର ସମସ୍ୟା ମଧ୍ୟ ଦୂର ହୋଇଥାଏ।

   Related Posts