Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମୋବାଇଲ ଟର୍ଚ୍ଚ ଆଲୁଅରେ ଦିଆଯାଉଛି କରୋନା ଟିକା: ଅବ୍ୟବସ୍ଥା ଘେରରେ ହସ୍ପିଟାଲ

15/06/2021 at 5:52 PM

ଶାମଲି ୧୫/୦୬ : ଉତ୍ତର ପ୍ରଦେଶ ଶାମଲି ଅନ୍ତର୍ଗତ କୌରାନା ସରକାରୀ ହସ୍ପିଟାଲର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ବର୍ତ୍ତମାନ ସାରା ଦେଶରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି। ଟିକା ନେବା ସମୟରେ ହସ୍ପିଟାଲରେ ନା ଲାଇଟ ଅଛି ନା ହସ୍ପିଟାଲ ପରିସର ସଫା ସୁତୁରା ଅଛି। କରୋନା କାଳରେ ସରକାର ବାରମ୍ବାର ଲୋକଙ୍କୁ ସଫା ସୁତୁରା ରହିବାକୁ ଅପିଲ କରୁଥିବାବେଳେ ହସ୍ପିଟାଲ ପରିସରର ଏହିଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଟିକା ନେଉଥିବା ଲୋକଙ୍କୁ ମୋବାଇଲ ଟର୍ଚ୍ଚର ଆଲୁଅରେ ଟିକା ଦିଆଯାଉଛି। ଏପଟେ ଟିକା ନେବାବେଳେ ଅସହ୍ୟ ଗରମ ଯୋଗୁଁ ଡାକ୍ତର ଓ ଲୋକଙ୍କ ଅବସ୍ଥା ଖରାପ ହେଇଯାଉଛି।

ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା କରୋନା କାଳରେ ହସ୍ପିଟାଲରେ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ଆଦେଶ ଦିଆଯାଇଛି। କିନ୍ତୁ କିଛି ବେପରୁଆ ଅଧିକାରୀଙ୍କ ଯୋଗୁଁ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। କୈରାନା ସରକାରୀ ହସ୍ପିଟାଲରେ ଅବ୍ୟବସ୍ଥା ସବୁ ସୀମା ପାର କରିଦେଇଛି। ଲୋକଙ୍କୁ ଦିଆଯାଉଥିବା କରୋନା ଟିକାର ଖାଲି ଛୁଞ୍ଚି ମଧ୍ୟ ବନ୍ଦ ଡଷ୍ଟବିନରେ ନ ପକାଇ ଖୋଲାରେ ପକାଇ ଦିଆଯାଇଥାଏ।

ବିଜୁଳି ନ ଥିବାରୁ ଡାକ୍ତର ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ଲୋକଙ୍କୁ ଟିକା ଦେଉଛନ୍ତି। ଏପଟେ ଗରମ ଯୋଗୁଁ ଝାଳରେ ସ୍ୱାସ୍ଥ୍ୟକର୍ମୀ ଓ ଜନତାଙ୍କ ଅବସ୍ଥା ଖରାପ। ଟିକା ନେବାକୁ ଆସୁଥିବା ଲୋକେ ହସ୍ପିଟାଲର ଅବ୍ୟବସ୍ଥା ଦେଖି ଖପ୍ପା ହୋଇଛନ୍ତି।

   Related Posts