Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ଖାଇବା ପ୍ୟାକେଟ ପାର୍ସେଲରେ କରୋନା ସଂକ୍ରମଣ ହେବାର ଆଶଙ୍କା କେତେ ଅଧିକ – ସ୍ପଷ୍ଟ କଲା WHO

15/08/2020 at 2:18 PM

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)କହିଛି ଯେ ଖାଦ୍ୟ କିମ୍ବା ଖାଦ୍ୟ ପ୍ୟାକେଟରୁ କରୋନା ଭାଇରସ୍ ମିଳିବାର ପ୍ରମାଣ ମିଳିନାହିଁ। ସଙ୍ଗଠନ ଅପିଲ କରିଛି ଯେ ଲୋକେ ଖାଦ୍ୟଠୁ ସଂକ୍ରମିତ ହେବାକୁ ନେଇ ଡରିବାର ଆବଶ୍ୟକତା ନାହିଁ।

 WHO ର ଜରୁରୀକାଳୀନ କାର୍ଯ୍ୟକ୍ରମର ମୁଖ୍ୟ କହିଛନ୍ତି ଯେ ଲୋକେ ଖାଇବା ଡେଲିଭରି କିମ୍ବା ପ୍ରୋସେସ ଫୁଡ ପ୍ୟାକେଟ ଉପଯୋଗ କରିବାକୁ ନେଇ ଡରିବାର ଆବଶ୍ୟକତା ନାହିଁ। ସେହିପରି WHOର ମହାମାରୀ ବିଶେଷଜ୍ଞ କହିଛନ୍ତି ଯେ ଚୀନ ଲକ୍ଷ ଲକ୍ଷ ପ୍ୟାକେଟର ଯାଞ୍ଚ କରିଛି ଏବଂ ବହୁତ କମ୍ ଅର୍ଥାତ୍ ୧୦ରୁ କମ୍ ପଜିଟିଭ ମାମଲା ଆସିଛି।

ଚୀନର କହିବା ଅନୁସାରେ ତା’ର ଦୁଇଟି ସହରରେ ବ୍ରାଜିଲରୁ ଚାଲାଣ କରାଯାଉଥିବା ଫ୍ରୋଜେନ ଚିକେନର ଯେତେବେଳେ ଯାଞ୍ଚ କରାଯାଇଥିଲା ସେତେବେଳେ ଭାଇରସ୍ ବିଷୟରେ ଜଣା ପଡ଼ିଥିଲା। ଏହା ବ୍ୟତୀତ ଆସିଥିବା ଖାଦ୍ୟ ସାମଗ୍ରୀର ପ୍ୟାକେଟରେ ମଧ୍ୟ ଭାଇରସ୍ ମିଳିଥିଲା।

 ଏହା ପୂର୍ବରୁ ଦେଶବ୍ୟାପି ବିଶେଷଜ୍ଞ କହିଥିଲେ ଯେ କରୋନା ଭାଇରସ୍ ପବନରେ ମଧ୍ୟ ରହିପାରେ। ପରେ WHO ଏହା ମାନିଥିଲା।

 

  

 

   Related Posts