Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ସାବର ଶ୍ରୀକ୍ଷେତ୍ରରେ ହେବନି ରଥଯାତ୍ରା, କେବଳ ମନ୍ଦିରରେ ହେବ ମହାପ୍ରଭୁଙ୍କ ରୀତିନୀତି ସମ୍ପନ୍ନ

13/06/2020 at 9:39 PM

ଜୟପୁର, ୧୩|୦୬:  କୋରାପୁଟ ଜିଲ୍ଲାରେ ଏ ବର୍ଷ ହେବନି ରଥଯାତ୍ରା।କରୋନା କଟକଣା ଯୋଗୁଁ ରଥଯାତ୍ରା ପାଇଁ ଅନୁମତି ଦେଲେନି କୋରାପୁଟ ଜିଲ୍ଲାପାଳ।କେବଳ ମନ୍ଦିରରେ ମହାପ୍ରଭୂଙ୍କ ରୀତିନୀତି ସମ୍ପନ୍ନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଓଡିଶାରେ ମଧ୍ୟ ପ୍ରତିଦିନ ଶହଶହ ସଂକ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି କରୋନା ସଙ୍କଟକୁ ଦେଖି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ବିନା ଭକ୍ତରେ ସମ୍ପର୍ଣ୍ଣ ହୋଇଥିଲା । ଏପରିକି ରଥଯାତ୍ରାରେ ମଧ୍ୟ ଭକ୍ତଙ୍କୁ ବାରଣ କରାଯାଇଛି । କେବଳ ସେବାୟତ ଓ ସୁରକ୍ଷାକର୍ମାମାନେ ରଥ ଟାଣିବେ ବୋଲି ସୂଚନା ମିଳିଛି ।

ସେହିପରି କୋରପୁଟ ସାବର ଶ୍ରୀକ୍ଷେତ୍ରରେ ଚଲିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି କହିଛି ଜିଲ୍ଲା ପ୍ରଶାସନ । କରୋନା କଟକଣା ଯୋଗୁଁ ରଥଯାତ୍ରା ପାଇଁ ଜିଲ୍ଲାପାଳ ଅନୁମତି ଦେଇ ନାହାଁନ୍ତି । କେବଳ ମନ୍ଦିରରେ ମହାପ୍ରଭୂଙ୍କ ରୀତିନୀତି ସମ୍ପର୍ଣ୍ଣ ହେବ ।  ରୀତିନୀତି ପାଇଁ ମନ୍ଦିର ମଧ୍ୟରେ ମାସ୍କ ଓ ସାମାଜିକ ଦୂରତା ସହ ବିଦ୍ଧି ପାଳନ ହେବ ବୋଲି ସୂଚନା ମିଳିଛି ।

   Related Posts