ଖୋର୍ଦ୍ଧାରେ ନାହିଁ ବାର୍ଡ ଫ୍ଲୁ ଭୟ : ସିଡିଭିଓ
5/01/2021 at 5:13 PM

ଖୋର୍ଦ୍ଧା ୫।୧: ଖୋର୍ଦ୍ଧାରେ ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ବାର୍ଡ ଫ୍ଲୁର ଆଶଙ୍କା ନାହିଁ। ଲୋକମାନେ, କୁକୁଡା ପାଳନ ଚାଷୀ କେହି ବି ଭୟଭୀତ ହେବାର କୌଣସି କାରଣ ନାହିଁ । ଜିଲ୍ଲାର ମୁଖ୍ୟ ଚିଲିକା ନଳବଣ, କେରଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନରୁ ପ୍ରାୟ ୪୦୦ରୁ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । କୌଣସି ପଜିଟିଭି ରିପୋର୍ଟ ଆସିନାହିଁ । ତଥାପି ଆମେ ସମସ୍ତଙ୍କୁ ସତର୍କ କରିଛୁ ବୋଲି ଖୋର୍ଦ୍ଧା ସିଡିଭିଓ ବିଷ୍ଣୁ ଚରଣ ସାହୁ କହିଛନ୍ତି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021
ସେକ୍ସ ରାକେଟ୍ର ପର୍ଦ୍ଦାଫାଶ: ରାଣୀ ମହୁମାଛି ସହ ୨ ଦେହଜୀବୀ ଗିରଫ
20 January 2021