ଜାତୀୟ ସ୍ତରେର ଓଡିଶାର 5Tକୁ ପ୍ରଶଂସା- ଉଦାହରଣ ଦେଲେ ନିତି ଆୟୋଗ

Published By : Prameya-News7 Bureau | November 23, 2019 IST

ନୂଆଦିଲ୍ଲୀ ୨୩।୧୧ - ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଓଡିଶା ସରକାର ଗ୍ରହଣ କରିଥିବା 5T ବ୍ୟବସ୍ଥାରୁ ନିତି ଆୟୋଗ ପ୍ରଶଂସା କରିଛନ୍ତି । ଏ ନେଇ ଜାତୀୟ ସ୍ତରର ଏକ ସମ୍ମିଳନୀରେ ଉଲ୍ଲେଖ କରିବା ସହ ନିତି ଆୟୋଗର ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଏହି କଥା ପୋଷ୍ଟ କରାଯାଇଛି ।

wp:core-embed/twitter {"url":"https://twitter.com/NITIAayog/status/1197812234400849920","type":"rich","providerNameSlug":"twitter","className":""}
https://twitter.com/NITIAayog/status/1197812234400849920
/wp:core-embed/twitter

ରାଜ୍ୟ ସରକାର 5T ଜରିଆରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ସ୍ୱଚ୍ଛତା , ଗୁଣବତ୍ତା ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ଏବେ ବିଭିନ୍ନ ସରକାରୀ ସେବା କ୍ଷେତ୍ରରେ ବ୍ୟାପକ ଭାବେ 5Tକୁ ବ୍ୟବହାର କରାଯିବ । ଏହ ଏକ ସଫଳ ବ୍ୟବସ୍ଥା ବୋଲି ନିତି ଆୟୋଗ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.