Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଜାତୀୟ ସ୍ତରେର ଓଡିଶାର 5Tକୁ ପ୍ରଶଂସା- ଉଦାହରଣ ଦେଲେ ନିତି ଆୟୋଗ

23/11/2019 at 8:34 PM

ନୂଆଦିଲ୍ଲୀ ୨୩।୧୧ – ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଓଡିଶା ସରକାର ଗ୍ରହଣ କରିଥିବା 5T ବ୍ୟବସ୍ଥାରୁ ନିତି ଆୟୋଗ ପ୍ରଶଂସା କରିଛନ୍ତି । ଏ ନେଇ ଜାତୀୟ ସ୍ତରର ଏକ ସମ୍ମିଳନୀରେ ଉଲ୍ଲେଖ କରିବା ସହ ନିତି ଆୟୋଗର ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଏହି କଥା ପୋଷ୍ଟ କରାଯାଇଛି ।

ରାଜ୍ୟ ସରକାର 5T ଜରିଆରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ସ୍ୱଚ୍ଛତା , ଗୁଣବତ୍ତା ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ଏବେ ବିଭିନ୍ନ ସରକାରୀ ସେବା କ୍ଷେତ୍ରରେ ବ୍ୟାପକ ଭାବେ 5Tକୁ ବ୍ୟବହାର କରାଯିବ । ଏହ ଏକ ସଫଳ ବ୍ୟବସ୍ଥା ବୋଲି ନିତି ଆୟୋଗ ପ୍ରକାଶ କରିଛନ୍ତି ।

   Related Posts