ଓଡିଶାରେ ନୀତି ଆୟୋଗ ପ୍ରତିନିଧି

Published By : Prameya-News7 Bureau | May 19, 2018 IST

ଓଡିଶାରେ ନୀତି ଆୟୋଗ ପ୍ରତିନିଧିଙ୍କ ବୈଠକ ହୋଇଛି ୧୦ ଆକାଂକ୍ଷା ଜିଲ୍ଲାର ବିକାଶ ନେଇ ଆଲୋଚନା କରାଯାଇଛି ଜିଲ୍ଲାର ବିକାଶ ନେଇ ପ୍ରସ୍ତୁତ ହେବ ନୂଆ ଯୋଜନା ପିଇବା ପାଣି,ଶୌଚାଳୟ ଓ ଇଣ୍ଟରନେଟ ସେବାକୁ ଅଗ୍ରାଧିକାର ଦିଆଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.