Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆସନ୍ତାକାଲି ଦୋଷୀଙ୍କୁ ଫାଶୀ, କିନ୍ତୁ କୋର୍ଟ ବାହାରେ ନିର୍ଭୟା ଓ ଏପି ସିଂଙ୍କ ସମର୍ଥକ ହାତାହାତି

19/03/2020 at 3:48 PM

ନୂଆଦିଲ୍ଲୀ, ୧୯|୦୩   ନିର୍ଭୟା ଦୋଷୀମାନେ କାଲି ଫାଶୀପାଇବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି। ତେବେ ପଟିଆଲା ହାଉସ କୋର୍ଟ ବାହାରେ ଆଜି ଦୋଷୀଙ୍କ ଓକିଲ ଏପି ସିଂ ଓ ନିର୍ଭୟାଙ୍କ ସମର୍ଥକମାନେ ହାତାହାତି ହୋଇଛନ୍ତି।

କୋର୍ଟ ବାହାରେ ଦୋଷୀଙ୍କ ଓକିଲଙ୍କ ସମର୍ଥକ ଓ ନିର୍ଭୟାଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଏହାପରେ ପୋଲିସ ଆସି ଉଭୟ ପକ୍ଷଙ୍କୁ ଅଟକାଇଥିଲା। କାରଣ ଦୋଷୀଙ୍କୁ ଓକିଲ ଆଜି ହିଁ ଫାଶୀ ରୋକିବା ପାଇଁ ଆବେଦନ କରିଥିଲେ।

୪ଜଣ ଦୋଷୀଙ୍କୁ ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୨୦ ସକାଳ ୫.୩୦ରେ ଫାଶୀ ଦିଆଯିବ। ଫାଶୀ ରୋକିବା ପାଇଁ ଓକିଲ ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ଆବେଦନ ଖାରଜ ହୋଇଯାଇଛି।

ଏପି ସିଂ କହିଛନ୍ତି ଯେ, କରୋନା ପାଇଁ ଅନେକ କୋର୍ଟ ବନ୍ଦ ରହିଛି। ଅନେକ ମାମଲା ଲମ୍ବିତ ହୋଇ ରହିଛି। କଡକଡହୁମା କୋର୍ଟ ଜଣେ ଦୋଷୀଙ୍କୁ ମାଡ ମାମଲାରେ ଏପ୍ରିଲରେ ଦିଲ୍ଲୀ ପୋଲିସଠାରୁ ରିପୋର୍ଟ ତଲବ କରିଛନ୍ତି। ଏହାବ୍ୟତୀତ ହାଇକୋର୍ଟରେ ମଧ୍ୟ ଏକ ଆବେଦନ ରହିଛି।

   Related Posts