Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଭିଭାଷଣ…

1/02/2020 at 10:45 AM

ନୂଆଦିଲ୍ଲୀ୧/୨: ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି ନିର୍ମଳା ସୀତାରମଣ। ମାତ୍ର ବଜେଟ୍‌ରେ କଣ ରହିଛି ତାହାକୁ ନେଇ ସମସ୍ତେ ଆଶାବାଦୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ସଦସ୍ୟମାନେ ସଂସଦରେ ଉପସ୍ଥିତ ରହିଛନ୍ତି। ନିର୍ମଳା ପ୍ରଥମେ ନିଜର ଅଭିଭାଷଣ ରଖିଛନ୍ତି। ମୋଦିଙ୍କ ସରକାରକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଅର୍ଥନୈତିକ କ୍ଷେତ୍ରରେ ବେଶ ଭଲ ଅଛି ବୋଲି ନିର୍ମଳା ଅର୍ଥମନ୍ତ୍ରୀ କହିଛନ୍ତି।

ଏଥିସହ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପ୍ରଶଂସା କରିଛନ୍ତି। କେଉଁ କେଉଁ ଦିଗରେ ମୋଦି ସରକାର ସଫଳତା ଅର୍ଜନ କରିଛି। ସେହି ସଂପର୍କରେ ନିର୍ମଳା ସୀତାରମଣ ନିଜର ଅଭିଭାଷଣରେ କହିଛନ୍ତି। ଜିଏସ୍‌ଟି ଓ ଜିଡିପି ସଂପର୍କରେ ସଦସ୍ୟଙ୍କୁ ଅବଗତ କରିଛନ୍ତି ନିର୍ମଳା ସୀତାରମଣ।

   Related Posts