Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ସଂସଦରେ ଭରସା ଦେଲେ ଅର୍ଥମନ୍ତ୍ରୀ, ମୋଦି ସରକାରଙ୍କୁ କଲେ ପ୍ରଶଂସା

1/02/2020 at 11:06 AM

ନୂଆଦିଲ୍ଲୀ୧/୨: ସଂସଦରେ ଅଭିଭାଷଣ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ।ସେ କହିଛନ୍ତି ଯେ..

  • ଦେଶର ଆଶା ପୂରଣ କରିବ ବଜେଟ୍‌
  • ଜିଏସ୍‌ଟି ଦ୍ବାରା ପ୍ରତି ପରିବାର ୪ ପ୍ରତିଶତ ସଞ୍ଚୟ କରିଛନ୍ତି।
  • ଲୋକ ସେବା ଆମର ଲକ୍ଷ୍ୟ
  • ଅଧିକ ନିଯୁକ୍ତି ସୃଷ୍ଟି କରିବୁ
  •  ଦରଦାମ ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରଖିଛନ୍ତି ସରକାର
  • ମୋଦି ସରକାରରେ ୨୮୪ ବିଲିଅନ ଡଲାର ଏଫ୍‌ଡିଆଇ ଆସିଛି।
  • ମୋଦି ସରକାରରେ ଜିଏସ୍‌ଟି ଏକ ଐତିହାସିକ ନିଷ୍ପତ୍ତି।
  • ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି ଉପରେ ସରକାର ନିଶ୍ଚିତ ଧ୍ୟାନ ଦେଇଛି।
  • ଦେଶର ସମସ୍ତ ଲୋକଙ୍କୁ ଶସ୍ତାରେ ଜିନିଷ ଯୋଗାଇବୁ।
  • ବଜେଟ୍‌ରେ ଫୋକ୍‌ସରେ ଗାଁ , କୃଷକ
  • ୨୦୨୨ ସୁଦ୍ଧା କୃଷକଙ୍କ କ୍ରୟ ଦୁଇଗୁଣ ହେବ

   Related Posts