Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପ୍ରଦୀପ ମାଝୀ ଦଳ ଛାଡ଼ିବା ପରେ ପ୍ରତିକ୍ରିୟା ରଖିଲେ ନିରଞ୍ଜନ, କହିଲେ ‘ଅଧର୍ଯ୍ୟ ନେତା କେବେ ଜନସେବା କରିପାରିବ ନାହିଁ ‘

24/10/2021 at 4:27 PM

ଭୁବନେଶ୍ୱର, ୨୪/୧୦: ପ୍ରଦୀପ ମାଝୀ ଦଳ ଛାଡିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ସେ ବିଜେଡିରେ ମିଶିଛନ୍ତି ବୋଲି ନିର଼ଞ୍ଜନ କହିଛନ୍ତି । ପ୍ରଦୀପ ରାଜନୀତିକୁ ବେପାରରେ ପରିଣତ କରିଛନ୍ତି । ତାଙ୍କର ଧର୍ଯ୍ୟ ନାହିଁ, ସେ ଅଧର୍ଯ୍ୟ ନେତା । ଅଧର୍ଯ୍ୟ ନେତା କେବେ ଜନସେବା କରିପାରବ ନାହିଁ । ସେ ଗଲା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଆହୁରି ମଜବୁତ୍ ହେବ ବୋଲି ନିରଞ୍ଜନ ଗଣମାଧ୍ୟମ ଆଗରେ କହିଛନ୍ତି ।  

୩୦ ତାରିଖରେ କୋରାପୁଟ ଗସ୍ତ କରିବେ ନିରଞ୍ଜନ ପଟ୍ଟନାୟକ । ୩୧ ତାରିଖରେ ନବରଙ୍ଗପୁରରେ ହେବ ବିଶାଳ ସମାବେଶ । ସେଥିରେ ଯୋଗଦେବେ ପିସିସି ସଭାପତି । ପ୍ରଭାରୀ ଚେଲ୍ଲା କୁମାର ୩ ଦିନିଆ ଓଡିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି । ତାଙ୍କୁ ମଧ୍ୟ ସମାବେଶରେ ସାମିଲ ହେବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି । ଆଜି କୋଟପାଡରେ ସମାବେଶ ହେଉଛି । ଏହାପରେ ମାଲକାନଗିରିରେ  କଂଗ୍ରେସ ସମାବେଶ ହେବ । କଂଗ୍ରେସରେ ପୁଣି ନୂଆ ଚେହେରା ତିଆରି ହେବେ। ପ୍ରଦୀପ ମାଝୀଙ୍କୁ କଂଗ୍ରେସ ଅନେକ ସମ୍ମାନ ଦେଇଛି । ତାଙ୍କୁ ଆଯୁଦ୍ଧ କରି ପ୍ରଦୀପ ମାଝୀ ରାଜନୀତି କରୁଛନ୍ତି । କଂଗ୍ରେସର ଘର ଅଛି, ଭାଙ୍ଗିନି, ଲୋକେ ଆସିବେ ଆଉ ଯିବେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

   Related Posts