ପୂର୍ବତନ ବିଧାୟକଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ, ସ୍ମୃତିଚାରଣ କଲେ ବହୁ ନେତା

Published By : Prameya-News7 Bureau | October 10, 2021 IST

ଧର୍ମଶାଳୀ ୧୦/୧୦: ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କର ନବମ ଶ୍ରାଦ୍ଧ ବାର୍ଷିକ ଆୟୋଜିତ ହୋଇଛି । ଭଦ୍ରକ ଜିଲ୍ଲା ହାସନାବାଦ ଠାରେ ନବମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ , ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ , ଭଦ୍ରକ ସାଂସଦ ଓ ଭଦ୍ରକ ବିଧାୟକ ଙ୍କ ସହ ବହୁ ଅତିଥି ଯୋଗ ଦେଇଥିଲେ । ଏହି ଅବସରରେ ସ୍ବର୍ଗତ ମାନସ ମଲ୍ଲିକ ଙ୍କର ସ୍ମୃତି ଚାରଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.